୨ୟ ତିମତି 4 - ସତିଅର୍ ବାଟ୍ ନୁଆ ନିୟମ୍ 20201 ପର୍ମେସର୍ ଆରି ଜିସୁକିରିସ୍ଟ ମର୍ ସାକି । ଜେକି ମଲା ଲକ୍ମନର୍ ଆରି ଜିବନ୍ ରଇଲା ଲକ୍ମନର୍ ବିଚାର୍ କର୍ସି । ତାର୍ ରାଇଜର୍ ଲାଗି, ସେ ଜଗତେ ସାସନ୍ କର୍ବାକେ ଆଇସି । ସେଟାର୍ପାଇ ମୁଇ ତମ୍କେ ତିଆର୍ଲିନି । 2 ସୁବ୍ କବର୍ ସବୁକେ ଜାନାଆ । ଲକ୍ମନ୍ ସେଟା ସୁନ୍ବାକେ ମନ୍ କଲାବେଲେ କି ନ ସୁନ୍ବା ବେଲେ ସେଟା ଜାନାଇବାକେ ଜାଗିର । ବୁଲ୍କରି କାରାପ୍ କାମ୍ କର୍ବା ଲକ୍ମନ୍କେ ସେଟା ଚାଡ୍ବାକେ ଡାଟ୍ ସଙ୍ଗ୍ କ । ଆସା ନ ଚାଡି ପର୍ମେସରର୍ ବାକିଅ ସିକାଇତେର । ସେମନ୍କେ ନିକ କାମ୍ କର୍ବାକେ ସାର୍ଦା କରାଆ । 3 ଗଟେକ୍ ବେଲା ଆଇସି, ଜେଡେବେଲେ ସତ୍ ସିକିଆ ସୁନ୍ବାକେ ଲକ୍ମନ୍ ମନ୍ ନ କରତ୍ । ତାର୍ ବାଦୁଲେ ସେମନ୍ ଜନ୍ କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେଟା କର୍ତେରଇବାଇ । ବିନ୍ ବିନ୍ଟା ସିକାଉମନ୍କେ ଡାକିକରି, ତାକର୍ ଟାନେ ଜନ୍ ସାର୍ଦାର୍ ବିସଇ ସୁନ୍ବାକେ ମନ୍ କର୍ବାଇ, ସେନ୍ତାରି ଲକ୍ମନ୍କେ ଡାକିଆନ୍ବାଇ । 4 ସତ୍ ବିସଇ ଦିଆନ୍ ନ ଦେଇକରି କାତାନିମନ୍ ସୁନ୍ବାକେ ମନ୍ କର୍ବାଇ । 5 ମାତର୍ ତିମତି, ତୁଇ ନିଜେ ସବୁବେଲେ ଜାଗ୍ରତ୍ ଅଇ ର । ଦୁକ୍ କସ୍ଟ ଆଇଲେ ମୁର୍ଚିକରି ର । ସୁବ୍କବର୍ ଜାନାଇତେର । ତର୍ ଦାଇତେ ରଇବା ସବୁ କାମ୍ କର୍ତେରଇବାର୍ । 6 ଗଟେକ୍ ପୁଜାରି ଜେନ୍ତିକି ବେଦିଟାନେ ବଲି ଚଗାଇସି, ସେନ୍ତାରିସେ, ଏବେ ମର୍ ଜିବନ୍ ସର୍ପାଇ ଅଇବା ବେଲା କେଟିଆଚେ । ତାର୍ଲାଗି ଏ ସବୁ ଆଦେସ୍ ମୁଇ ତକେ ଦେଲିନି । 7 ଆରାଜିତାଟାନେ ମୁଇ ନିକସଙ୍ଗ୍ ଜୁଇଦ୍ କଲିଆଚି । ଜେତ୍କି ପାଲାଇବାର୍ ରଇଲା ମୁଇ ନିକସଙ୍ଗ୍ ସାରାଇଲି । ଆରି ମୁଇ ମର୍ ବିସ୍ବାସ୍ ଆରାଇନାଇ । 8 ଏବେ ସର୍ଗେ ମର୍ପାଇ ଜିତ୍ଲା ମୁକୁଟ୍ ସଙ୍ଗଇଆଚେ । ଏ ମୁକୁଟ୍ ପର୍ମେସରର୍ ମୁଆଟେ ମୁଇ ଦରମ୍ ସଙ୍ଗ୍ ଚଲାଚଲ୍ତି କଲାର୍ପାଇ ଆଚେ । ମାପ୍ରୁ ଜେ କି କାକେ ଅନିଆଇ ନ କରି ବିଚାର୍ କର୍ସି, ତାର୍ ବିଚାର୍ନା ଦିନେ ସେ ମୁକୁଟ୍ ମକେ ପୁରୁସ୍କାର୍ ଇସାବେ ଦେଇସି । ସେଟା ଅବ୍କା ମର୍ପାଇ ନାଇ, ମାତର୍ ଜେତ୍କି ଲକ୍ ସେ ବାଉଡି ଆଇବାଟା ଜାଗିଆଚତ୍, ସେମନ୍କେ ସବୁକେ ଦେଇସି । ନିଜର୍ ଆଦେସ୍ 9 ତିମତି, ଜେତେକ୍ ଦାପ୍ରେ ତୁଇ ମର୍ଲଗେ ଆଇବାକେ ଚେସ୍ଟା କର୍ । 10 କାଇକେବଇଲେ ଦିମା ଏବେ ମକେ ଚାଡିକରି ତେସଲନିକି ଗାଲାଆଚେ । ସେ ଏ ଜଗତର୍ ବିସଇ ଅଦିକ୍ ମନ୍ କଲାନି । କର୍ସିନ୍ ଗାଲାତିଆଇ ଗାଲା, ଆରି ତିତସ୍ ଦୁଲ୍ମତି ଗାଲା । 11 ଲୁକ୍ ଗଟେକ୍ ଲକ୍ସେ ମର୍ସଙ୍ଗ୍ ଆଚେ । ତୁଇ ଆଇଲାବେଲେ ମାର୍କକେ ତର୍ ସଙ୍ଗ୍ ଡାକିଆନ୍ । କାଇକେବଇଲେ ଇତି ରଇଲାବେଲେ ମର୍ କାମେ ସେ ସାଇଜ କର୍ସି । 12 ତିକିକସ୍କେ ମୁଇ ଏପିସିଅ ପାଟାଇଆଚି । 13 ତୟସ୍ ନଅର୍ ଚାଡ୍ଲାବେଲେ କର୍ପର୍ ଗରେ ମୁଇ ମର୍ ଅଡ୍ବାଟା ଚାଡିଆଚି । ତୁଇ ଆଇବାବେଲେ ସେଟା ଦାରିଆଉ । ଆରି ମର୍ ବଇପତର୍ମନ୍ ଆରି ଲଡାକେ ଆଇବା କାଗଜ୍ପତର୍ ମିସା ଦାରିଆଉ । ମେଣ୍ଡାର୍ ଚାମ୍ ସଙ୍ଗ୍ ତିଆର୍ ଅଇଲାଟା ଚାଡ୍ବାର୍ ନାଇ । 14 କଁସ୍ କାମ୍ କରୁ ଆଲେକ୍ଜାଣ୍ଡେର୍ ମକେ ବେସି ଅନିଆଇ କରି ଆଚେ । ସେ କଲା କାମର୍ପାଇ ମାପ୍ରୁ ତାକେ ବେସି ଡଣ୍ଡ୍ ଦେଇସି । 15 ତୁଇ ମିସା ତାର୍ଟାନେଅନି ଜାଗ୍ରତ୍ ରଅ । ସେ ଆମର୍ ସିକିଆ ଡାଟ୍ ସଙ୍ଗ୍ ବିରଦ୍ କରିରଇଲା । 16 ମୁଇ ପର୍ତୁମ୍ତର୍ ନିଜ୍କେ ରକିଆ କର୍ବାକେ ବିଚାର୍ନା ଜାଗାଇ ଗାଲାବେଲେ, ମର୍ବାଟେ ଅଇକରି ସାକି ଦେବାକେ କେ ନ ରଇଲାଇ । ତାର୍ ବାଦୁଲେ ସବୁଲକ୍ ମକେ ଚାଡିଦେଲାଇ । ଏ କାମର୍ପାଇ ସେମନ୍କେ ପର୍ମେସର୍ ଡଣ୍ଡ୍ ନ ଦେଅ । 17 ସେ ବିଚାର୍ନା ଜାଗାଇ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍ ରୁଣ୍ଡିରଇଲାଇ, ସେମନ୍କେ ସବୁକେ ଜିସୁକିରିସ୍ଟର୍ ସୁବ୍କବର୍ ଜେନ୍ତାରିକି ମୁଇ ପୁରାପୁରୁନ୍ ବାବେ ଜାନାଇପାର୍ବି, ସେଟାର୍ପାଇ ମାପ୍ରୁ ମର୍ସଙ୍ଗ୍ ରଇକରି ମକେ ବପୁଦେଲାଆଚେ । ସେ ବିଚାର୍ନାର୍ ସାରାସାରି ମକେ କାଇବାକେ ଆସିରଇବା ଗଟେକ୍ ସିଅଁର୍ ଟାନେଅନି ରକିଆ କଲାପାରା ମାପ୍ରୁ ରକିଆ କଲା । 18 ବିପଦେ ପାକାଇବା ସବୁ ଗଟ୍ନାଇଅନି ମାପ୍ରୁ ଜିସୁ ମକେ ରକିଆ କରି, ସର୍ଗେ ରଇବା ତାର୍ ରାଇଜେ କାଇଟା ନ ଅଇତେ ଡାକିନେଇସି । କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଆକା ଡାକ୍ପୁଟା ପାଅ । ଆମେନ୍ ! ପାଉଲର୍ ଜୁଆର୍ 19 ପିର୍ସିଲାକେ ଆରି ଆକିଲାକେ ଜୁଆର୍ ଜାନାଆ । ଆରି ଅନିସିପରର୍ କୁଟୁମ୍କେ ମିସା ମର୍ ଜୁଆର୍ ଜାନାଆ । 20 ଏରାସ୍ତ କରନ୍ତିଅ ନଅରେ ଆଚେ । ଆରି ତର୍ପିମସ୍କେ ଜର୍ ଅଇଲାକେ ମୁଇ ତାକେ ମିଲିତି ଚାଡିଦେଇ ଆସିଆଚି । 21 ତୁଇ ସିତ୍ଦିନ୍ ଅଇବା ଆଗ୍ତୁ ଆଇବାକେ ଚେସ୍ଟା କର୍ । ଇଉବୁଲ୍ ପୁଦେନ୍ସ୍, ଲିନ୍, କଲ୍ଦିଆ ଆରି ଇତିରଇବା ସବୁ ବିସ୍ବାସି ବାଇବଇନି ତକେ ଜୁଆର୍ ଜାନାଇଲାଇନି । 22 ପର୍ମେସର୍ ଜିବନ୍ ଦୁକାଇ ଦୟା କଲାଟା ତମର୍ ସଙ୍ଗ୍ ରଅ । |
The New Testament in Desiya Language © The Word for the World International and Desiya Translation Samithi, Koraput, Odisha. 2020