୨ ତେସଲନିକିୟ 1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ମୁଇ ପାଉଲ୍, ବାବା ପର୍ମେସର୍ ଲଗେ ଆରି ମାପ୍ରୁ ଜିସୁକିରିସ୍ଟ ତେଇ ରଇବା ତେସଲନିକିୟ ମଣ୍ଡଲିର୍ ଲକ୍ମନ୍କେ ଏ ଚିଟି ଲେକି ପାଟାଇଲିନି । ମର୍ ସଙ୍ଗ୍ ରଇକରି ସିଲା ଆରି ତିମତି ମିସା ଜୁଆର୍ ଜାନାଇଲାଇନି । 2 ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ । ଜିସୁ ଆରିତରେକ୍ ଆସି ବିଚାର୍ କର୍ବାଟା 3 ଏ ବାଇବଇନିମନ୍ ତମର୍ପାଇ ଆମେ ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେବା କାତା । ଏଟା ଟିକ୍ ବିସଇ । କାଇକେବଇଲେ ତମର୍ ବିସ୍ବାସ୍ ଅଦିକ୍ ଅଦିକ୍ ଅଇଲାନି । ଆରି ତମର୍ ନିଜର୍ ନିଜର୍ ବିତ୍ରେ ସବୁଲକ୍କେ ଆଲାଦ୍ ବଡିଗାଲାନି । 4 ତମେ ଜେତ୍କି ସବୁ ଉଡାସୁନିକରି ମିସା ବିସ୍ବାସ୍ କରି ବପୁସଙ୍ଗ୍, ଡାଟ୍ ଅଇକରି ଆଚାସ୍ । ଏ କାତା ଆମେ ପରମେସରର୍ ମଣ୍ଡଲିମନ୍କେ ବଡ୍ପନ୍ ଅଇକରି କଇଲୁନି । 5 ପର୍ମେସରର୍ ଜନ୍ ରାଇଜର୍ପାଇ ତମେ ଦୁକ୍ କସ୍ଟ ପାଇଲାସ୍ନି, ସେ ରାଇଜ୍ ପାଇସା । ପର୍ମେସରର୍ ବିଚାର୍ କର୍ବାଟା ଟିକ୍ ଆକା, ଇତିଅନି ସେଟା ଜାନିଅଇଲାନି । 6 ଜନ୍ଟା ଟିକ୍, ସେଟା ପର୍ମେସର୍ ପୁରାପୁରୁନ୍ କର୍ସି । ଜନ୍ଲକ୍ମନ୍ ଏବେ ତମ୍କେ କସ୍ଟ ଦେଲାଇନି, ସେମନ୍ କସ୍ଟ ପାଇବାଇ । 7 ପର୍ମେସର୍ ତମର୍ ଦୁକ୍ କସ୍ଟ ଅଇବାଟା ସାରାଇକରି ଆମ୍କେ ମିସା ସାନ୍ତି ଦେଇସି । ଜେଡେବେଲେ ମାପ୍ରୁ ଜିସୁ ସର୍ଗେଅନି ତାର୍ ବପୁର୍ ଦୁତ୍ମନର୍ ମଜାଇ ବପୁଅଇ ଆଇସି, ପର୍ମେସର୍ ଏ କାମ୍ ପୁରାପୁରୁନ୍ କର୍ସି । 8 ଜନ୍ଲକ୍ମନ୍ ପର୍ମେସର୍କେ ନାଜାନତ୍, ଆରି ଆମର୍ ମାପ୍ରୁ ଜିସୁର୍ ବାକିଅ ନ ମାନତ୍, ସେନ୍ତାରି ଲକ୍ମନ୍କେ ସେ ଡଣ୍ଡ୍ ଦେବାକେ ଲାଗ୍ତେରଇବା ଜଇସଙ୍ଗ୍ ଆଇସି । 9 ସେ ଲକ୍ମନ୍ ମାପ୍ରୁର୍ ମୁଆଟେ ଡାଟ୍ସଙ୍ଗ୍ ଡାକ୍ପୁଟା ପାଇବା ତେଇଅନି, କାଲ୍ କାଲ୍ ଜୁଗ୍ ଜୁଗ୍ ପାଇ କୁରୁପ୍ନାସ୍ ଅଇଜିବାଇ । 10 ସେଦିନେ ମାପ୍ରୁ ତାର୍ ଲକ୍ମନର୍ ଟାନେଅନି ଆରି ସବୁ ଲକ୍ମନର୍ ଟାନେଅନି ଡାକ୍ପୁଟା ଅଇ ସନ୍ମାନ୍ ପାଇସି । ଏମନର୍ ବିତ୍ରେ ତମେ ମିସା ମିସ୍ସା । କାଇକେବଇଲେ ଆମେ ଜନ୍ କବର୍ ଦେଇରଇଲୁ, ସେଟା ତମେ ବିସ୍ବାସ୍ କଲାସ୍ ଆରି ମାନ୍ଲାସ୍ । 11 ତମ୍କେ ଜେନ୍ତି ଜିଉନା କାଉନା କର୍ବାପାଇ ପର୍ମେସର୍ ବାଚ୍ଲା ଆଚେ, ସେନ୍ତାରି ଚଲାଚଲ୍ତି କରାଇବାକେ ଆମେ ପର୍ମେସର୍କେ ଗୁଆରି କଲୁନି । ସେ ତାର୍ ବପୁସଙ୍ଗ୍ ସବୁ ଆସା କର୍ବା ସତ୍ ପୁରାପୁରୁନ୍ କରି ତମର୍ ବିସ୍ବାସ୍ ଡାଁଟ୍ କର । ସେଟାର୍ପାଇ ଆମେ ସବୁବେଲେ ତମର୍ଲାଗି ପାର୍ତନା କଲୁନି । 12 ଏନ୍ତାରି କଲେ ଆମର୍ ସବୁଲକର୍ ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ତମ୍କେ ମିସା ଡାକ୍ପୁଟା କରାଇସି । ଆରି ତମେ ମିସା ତାର୍ଟାନେ ଡାକ୍ପୁଟା ଅଇସା । |
The New Testament in Desiya Language © The Word for the World International and Desiya Translation Samithi, Koraput, Odisha. 2020