୨ୟ କରନ୍ତିୟ 9 - ସତିଅର୍ ବାଟ୍ ନୁଆ ନିୟମ୍ 2020ବିନ୍ ବିସ୍ବାସି ମନ୍କେ ସାଇଜ 1 ଜିଉଦାଦେସେ ରଇବା ପର୍ମେସରର୍ ଲକ୍ମନ୍କେ ଦାନ୍ ଦେଇ ପାଟାଇତେରଇବା ଡାବୁ ବିସଇ ତମ୍କେ ଆରି ମୁଇ ନ ଲେକି । 2 କାଇକେବଇଲେ ମୁଇ ଜାନି ଆଚି, ତମେ ସବୁବେଲେ ସାଇଜ କର୍ବାକେ ସାର୍ଦା ଅଇଲାସ୍ନି । ଆରି ମୁଇ ବଡ୍ପନ୍ ଅଇ ତମର୍ ବିସଇନେଇ ମାକିଦନିଆର୍ ଲକ୍ମନ୍କେ କଇ ଆଚି । ମୁଇ କଇଲି “ଆକାୟାର୍ ବାଇବଇନିମନ୍ ପରୁଅନି ସାଇଜ କର୍ବାକେ ଜାଗିଆଚତ୍ ।” ସେମନ୍ ଏଟା ସୁନ୍ଲାବେଲେ ତାକର୍ ବିତ୍ରେ ଅନି ବେସି ଲକ୍ ଦେବାକେ ମନ୍ କଲାଇ । 3 ଏବେ ମୁଇ ଏ ବାଇବଇନିମନ୍କେ ପାଟାଇଲିନି । ଜେନ୍ତିକି ତମର୍ ବିସଇନେଇ ମୁଇ ବଡ୍ପନ୍ ଅଇ କଇଲାଟା ଅବ୍କା କାତାଇ ନ ରଅ । ମାତର୍ ମୁଇ କଇଲାପାରା ତମେ ଦାନ୍ ଦେବା ଡାବୁସଙ୍ଗ୍ ଜାଗ୍ରତ୍ ଅଇ ରୁଆ । 4 ମାତର୍ ମାକିଦନିଆର୍ ଲକ୍ମନ୍ ଜଦି ମର୍ ସଙ୍ଗ୍ ଆସି ତମେ ଜାଗ୍ରତ୍ ନ ଅଇଲାଟା ଦେକ୍ଲେ, ତାକର୍ ମୁଆଟେ ଆମେ ଲାଜ୍ ଅଇଜିବାର୍ ଅଇସି । ଆରି ତମେ ମିସା ଲାଜ୍ ଅଇଜାଇସା । କାଇକେବଇଲେ ଆମେ ତମ୍କେ ବେସି ଆସାକରି ରଇଲୁ । 5 ତେବେ ମୁଇ ବାବ୍ଲି, ଏ ବାଇବଇନିମନ୍, ମୁଇ ଜିବା ଆଗ୍ତୁ ସେମନ୍ ଜାଇକରି ଜନ୍ ଦାନ୍ ତମେ ଦେବୁ ବଲି କଇତେରଇଲାସ୍, ସେଟା ଜମାଇକରି ସଙ୍ଗଇବାକେ ସେମନ୍କେ ବାବୁଜିଆ କର୍ବି । ଜଦି ଆମେ ସେନ୍ତାରି କର୍ବୁ ବଇଲେ, ଦାନ୍ ଦେବା ଡାବୁ ମୁଇ ଆଇଲା ବେଲେ, ଜାଗ୍ରତ୍ ଅଇରଇସି । ଆରି ସେଟା ତମେ ନିଜେ ମନ୍ କରି ଦେଲାସ୍ । ବାଦିଅ କଲାକେ ଦିଆସ୍ ନାଇ ବଲି ଜାନାପଡ୍ସି । 6 ତମର୍ ମନେ ର । ଜଦି ଗଟେକ୍ ଚାସି ଉନା ବିଅନ୍ ବୁନ୍ସି, ସେ ଉନା ପସଲ୍ ପାଇସି । ଆରି ଜନ୍ ଚାସି ବୁତେକ୍ ବିଅନ୍ ବୁନ୍ସି, ସେ ବୁତେକ୍ ପସଲ୍ ପାଇସି । 7 ଦାନ୍ ଦେବାକେ ତମେ ଜେନ୍ତି କାତାବାର୍ତା ଅଇଆଚାସ୍, ସେନ୍ତାରି ଦେବାର୍ଆଚେ । ଦୁକ୍ ଅଇକରି ନାଇ କି କେ ବାଇଦ କଲାର୍ପାଇ ନାଇ । କାଇକେବଇଲେ ତମେ ସାର୍ଦା ସଙ୍ଗ୍ ଦେଲେ ପର୍ମେସର୍ ସେଟା ମନ୍ କର୍ସି । 8 ଆରି ତମ୍କେ ଜେତ୍କି ଲଡା ଆଚେ, ତାର୍ତେଇଅନି ଅଦିକ୍ ପର୍ମେସର୍ ଦେଇ ପାର୍ସି । ଜେନ୍ତାରିକି ନିଜର୍ପାଇ ଜେତ୍କି ଦର୍କାର୍, ସେତ୍କି ତମର୍ଟାନେ ସବୁ ବେଲେ ରଇସି ଆରି ବିନ୍ ଲକ୍ମନ୍କେ ସାଇଜ କର୍ବାକେ ମିସା ଜବର୍ ରଇସି । 9 ସାସ୍ତର୍ କଇଲାପାରା ଲଡାକେ ଆଇବା ଲକ୍ମନ୍କେ ସେ ଜବର୍ ଦେଇସି ଆରି ତାର୍ ଜିବନ୍ ଦୁକାଇଲାଟା କେବେ ମିସା ନ ସାରେ । 10 ଆରି ପର୍ମେସର୍ ଜେ କି ବୁନ୍ବାକେ ବିଅନ୍ ଆରି କାଇବାକେ କାଦି ଦେଇସି, । ସେ ତମ୍କେ ଜେତ୍କି ବିଅନ୍ ଦର୍କାର୍ ସେତ୍କି ଦେଇସି । ଆରି ସେଟା ବଡିକରି ବେସି ପସଲ୍ ଅଇସି । କାଇକେବଇଲେ ତମେ ଜବର୍ ଦେଲାସ୍ନି । 11 ସେ ତମ୍କେ ସାଉକାର୍ କରାଇସି । ଜେନ୍ତାରି କି ତମେ ସବୁବେଲେ ଜବର୍ ଦେଇପାରାସ୍ । କାଇକେବଇଲେ ଆମର୍ଟାନେଅନି ପାଇରଇବା, ତମେ ଦେଲା ଦାନର୍ପାଇ ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ । 12 ତମେ କର୍ବା ଏ ନିକ କାମର୍ ଲାଗି ପର୍ମେସରର୍ ଲକ୍ମନ୍କେ ଲଡାକେ ଆଇବା ବିସଇ ପୁରାପୁରୁନ୍ ଅଇଲାନି । ଆରି ପର୍ମେସର୍ଟାନେ ଦନିଅବାଦ୍ ଆଜାଡି ଅଇଲାପାରା ମିସା ଅଇଲାନି । 13 ତମେ କର୍ବା ଏ ନିକ କାମ୍ ଦେକିକରି ଲକ୍ମନ୍ ପର୍ମେସର୍କେ ମଇମା କର୍ବାଇ । କାଇକେବଇଲେ ବିସ୍ବାସ୍ କରିରଇବା କିରିସ୍ଟର୍ ସୁବ୍କବର୍ ତମେ ମାନ୍ଲାସ୍ନି । ଆରି ସେମନ୍କେ ଆରି ବିନ୍ଲକ୍ମନ୍କେ ମିସା ଜବର୍ ଦେଲାସ୍ନି । 14 ପର୍ମେସର୍ ଜିବନ୍ ଦୁକାଇ ତମ୍କେ ଦୟା ଦେକାଇଲାର୍ପାଇ ସେମନ୍ ବେସି ଆଲାଦ୍ ଅଇକରି ତମର୍ପାଇ ପାର୍ତନା କର୍ବାଇ । 15 ପର୍ମେସରର୍ ବେସି ମୁଲିଅ ରଇବା ଦାନର୍ପାଇ ଆମେ ତାକେ ଦନିଅବାଦ୍ ଦେଉଁ । |
The New Testament in Desiya Language © The Word for the World International and Desiya Translation Samithi, Koraput, Odisha. 2020