୧ ତେସଲନିକିୟ 5 - ସତିଅର୍ ବାଟ୍ ନୁଆ ନିୟମ୍ 2020ମାପ୍ରୁ ଆରିତରେକ୍ ଆଇଲାନି ତିଆର୍ ଅଇରୁଆ 1 ଏ ବାଇମନ୍, ମାପ୍ରୁ ଜିସୁର୍ ଦିନ୍ କେବେ ଆରି କେଡେବେଲେ ଗଟ୍ସି, ସେ ବିସଇ ତମ୍କେ ଆରି ଅଦିକ୍ ଲେକ୍ବାକେ ଲଡା ନାଇ, 2 କାଇକେବଇଲେ ମାପ୍ରୁର୍ ଦିନ୍ ଗଟେକ୍ ଚର୍ ରାତିଆ ଗରେ ଆସି ପୁର୍ଲାପାରା କେଟ୍ସି । 3 ଜେଡେବେଲେ ଲକ୍ମନ୍ ସାନ୍ତିସଙ୍ଗ୍ ରଇକରି ଆମ୍କେ ଆରି କାଇ ବିପଦ୍ ନ ଆସେ ବଲି ବାବ୍ତେରଇବାଇ, ସେଡ୍କିବେଲେ ଅଟାତ୍ ଗାଗ୍ଡେଅଇ ରଇଲା ମାଇଜିକେ ପିଲା ଜନମ୍ ଅଇବାବେଲର୍ ଦୁକାସୁକାପାରା ବିନାସର୍ ବେଲା ଆସି କେଟ୍ସି । ଆରି ସେମନ୍ କାଇଟା କଲେମିସା ତେଇଅନି ବଁଚି ନାପାରତ୍ । 4 ମାତର୍ ଏ ବାଇବଇନିମନ୍, ଏବେ ତମେ ଆନ୍ଦାରେ ବାସାଅଇ ରୁଆସ୍ ନାଇ । ତେବେ ସେ ଦିନ୍ ତମର୍ ନାଜାନ୍ତେ ଆରି ଜାଗ୍ରତ୍ ନ ରଇଲା ବେଲାଇ ଚର୍ପାରା ଅଇ ନ ଆସେ । 5 ତମେ ସବୁଲକ୍ ଉଜଲ୍ ଆରି ଦିନ୍ ବେଲର୍ ପିଲାମନ୍ । ଆମେ ରାତିଆଇ କି ଆନ୍ଦାରେ ରଉନାଇ । 6 ତେବେ ଆସା, ଆମେ ବିନ୍ ଲକ୍ମନର୍ ପାରା ଗୁନି ଗୁନି କରି ନ ରଉଁ । ଚେତା ଅଇକରି ଜାଗ୍ରତ୍ସଙ୍ଗ୍ ରଉଁ । 7 ତେବେ ଜନ୍ ଲକ୍ମନ୍ ସଇବାଇ, ସେମନ୍ ରାତିବେଲେ ସଇବାଇ । ଆରି ଜନ୍ ଲକ୍ମନ୍ ମାତ୍ବାଇ, ସେମନ୍ ରାତିଆ ମାତ୍ବାଇ । 8 ଆମର୍ ବିସ୍ବାସ୍ ଆରି ଆମର୍ ଆଲାଦ୍ ଗଟେକ୍ ରକିଆ ପାଇବା ଲୁଆର୍ ବସ୍ତର୍ ପାରା ରକିଆ କର୍ସି । ଆମର୍ ଆସା ଗଟେକ୍ ଲୁଆର୍ ଟପି ପାରା ଆମ୍କେ ରକିଆ କର୍ସି । 9 କାଇକେବଇଲେ ପର୍ମେସର୍ ଆମ୍କେ ରିସାର୍ ମୁତାର୍ ଡଣ୍ଡ୍ ପାଇବାକେ ନ ବାଚିକରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଲାଗି, ମୁକ୍ତି ପାଇବାକେ ତିଆର୍ କଲାଆଚେ । 10 ସେ ଆମର୍ ଲାଗି ତାର୍ ଜିବନ୍ ଦେଲା । ଜେନ୍ତିକି ଆମେ ଜାଗ୍ରତ୍ ଅଇକରି ରଇଲେ କି ସଇକରି ରଇଲେ ମିସା ତାର୍ ସଙ୍ଗ୍ ଜିଇକରି ରଇବାର୍ ଅଇସି । 11 ତେବେ ତମେ ଜେନ୍ତାରି କଲାସ୍ନି, ସେନ୍ତାରି ନିଜର୍ ଲକ୍ମନ୍କେ ଦୁକ୍ ସାରାଆ । ଆରି ସାଇଜ କର୍ତେରୁଆ । ସାରାସାରି କାତା 12 ଏ ବାଇବଇନିମନ୍, ଆମେ ତମ୍କେ ଗୁଆରି କଲୁନି । ତମର୍ ବିତ୍ରେ ଜନ୍ ଲକ୍ମନ୍ କସ୍ଟ କର୍ବାଇ, ଆରି ମାପ୍ରୁର୍ ସେବା କାମେ ମିସିକରି, ନେତା ପାରା ରଇକରି ତମ୍କେ ସିକାଇବାଇ, ସେମନ୍କେ ମାନିଅ କରା । 13 ତାକର୍ କାମର୍ ଲାଗି ସେମନ୍କେ ଜିବନ୍ ପରାନ୍ ଦେଇକରି ଆଲାଦ୍ କରା । ନିଜର୍ ନିଜର୍ ଲକ୍ମନର୍ ସଙ୍ଗ୍ ସାନ୍ତିସଙ୍ଗ୍ ରୁଆ । 14 ଏ ବାଇବଇନିମନ୍, ଆମେ ତମ୍କେ ଗୁଆରି କଲୁନି । ପାଇଟି କାବାଡ୍ ନ କରି ବାଡୁ ଅଇ ରଇବା ଲକ୍ମନ୍କେ ଜାଗ୍ରତ୍ କରା । ତାକ୍ଲା ପୁଣ୍ଡ୍ଲା ଲକ୍ମନ୍କେ ଜତନ୍ କରା । ଡର୍ବା ଲକ୍ମନ୍କେ ସାଆସ୍ ଦିଆସ୍ । ଲକ୍ମନର୍ କୁଆ କାତା ମୁର୍ଚି କରି ରୁଆ । 15 ଜାଗର୍ତା, କେ ମିସା କାର୍ଆଲେ ଅନିଆଇର୍ ବାଦୁଲେ ଅନିଆଇ ନ କରା । ତାର୍ ବାଦୁଲେ ନିଜର୍ ନିଜର୍ ବିତ୍ରେ ଆରି ସବୁଲକର୍ ପାଇ ସବୁବେଲେ ମଙ୍ଗଲ୍ କର୍ବାକେ ଚେସ୍ଟା କରା । 16 ସବୁବେଲେ ସାର୍ଦାଅଇ ରୁଆ । 17 ସବୁବେଲେ ପାର୍ତନା କରା । 18 ସବୁ ସୁକ୍ ଦୁକ୍ ବେଲେ ମାପ୍ରୁକେ ଦନିଅବାଦ୍ ଦିଆସ୍ । କାଇକେବଇଲେ କିରିସ୍ଟ ଜିସୁର୍ ସଙ୍ଗ୍ ମିସିକରି ଜିଉନା କାଉନା କଲାସ୍ନି ବଲି ପର୍ମେସର୍ ତମର୍ଟାନେ ଅନି ମାଙ୍ଗ୍ଲାନି । 19 ସୁକଲ୍ଆତ୍ମାକେ ଏଲା କରାନାଇ । 20 ସୁକଲ୍ଆତ୍ମା କଇଲା କାତା ଏଲା କରାନାଇ । 21 ସବୁ ବିସଇ ପରିକା କରି ଦେକା, ଜନ୍ଟା ସତ୍, ସେଟା ଚାଡାନାଇ । 22 ସବୁ ରକାମର୍ କାରାପ୍ କାମେଅନି ଦୁରିକେ ରୁଆ । 23 ନିଜେ ସାନ୍ତି ଦେବା ପର୍ମେସର୍ ତମ୍କେ ପୁରାପୁରୁନ୍ କରି ସୁକଲ୍ କର । ଆରି ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ବେଲେ, ତମର୍ ଆତ୍ମା, ଜିବନ୍, ଗାଗଡ୍ କାଇ ଦସ୍ ପାପ୍ ନ ଅଇକରି ସଙ୍ଗଇ ରଅ । 24 ଜେ ତମ୍କେ ବାଚ୍ଲା ଆଚେ, ସେ ସେଟା କର୍ସି । କାଇକେବଇଲେ ସେ ବିସ୍ବାସ୍ ରକ୍ବା ଲକ୍ । 25 ଏ ବାଇବଇନିମନ୍, ଆମର୍ପାଇ ମିସା ପାର୍ତନା କରା । 26 ସବୁ ବାଇମନ୍କେ ସୁକଲ୍ ରଇ, ଆତେ ଦାରି ଜୁଆର୍ କରା । 27 ସବୁ ବାଇବଇନିମନର୍ ଲଗେ ଏ ଚିଟି ପଡାଆ ବଲି ମୁଇ ମାପ୍ରୁର୍ ନାଉଁ ଦାରି ତମ୍କେ ମୁଇ ତିଆର୍ଲିନି। 28 ମାପ୍ରୁ ଜିସୁ ଜିବନ୍ ଦୁକାଇ ଦୟା କଲାଟା ତମର୍ ସଙ୍ଗ୍ ର । |
The New Testament in Desiya Language © The Word for the World International and Desiya Translation Samithi, Koraput, Odisha. 2020