୧ ତେସଲନିକିୟ 3 - ସତିଅର୍ ବାଟ୍ ନୁଆ ନିୟମ୍ 20201 ସାରାସାରିପଚେ ଆମେ ଦୁକ୍ କସ୍ଟ ମୁର୍ଚି ନାପାରିକରି ଆତିନେସ୍ତେଇ କାର୍ ସଙ୍ଗ୍ ନ ମିସିକରି ଜିଉନାକାଉନା କରୁବଲି, କାତା ଅଇଲୁ । 2 ତମ୍କେ ବପୁ କରାଇବାକେ ଆରି ତମର୍ ବିସ୍ବାସ୍ ଡାଟ୍ କରାଇବାକେ ତମର୍ ଲଗେ ଆମର୍ ବାଇ ତିମତିକେ ପାଟାଇରଇଲୁ । ସେ ଆମର୍ସଙ୍ଗ୍ କିରିସ୍ଟର୍ ସୁବ୍କବର୍ ଜାନାଇକରି ପର୍ମେସରର୍ ସେବା କଲାନି । 3 ତମର୍ ଉପ୍ରେ ଅଇତେରଇବା ବିପଦର୍ ଲାଗି ଜେନ୍ତିକି କେ ମିସା ବିନ୍ ବାଟେ ନ ଜାଅତ୍ । ସେଟାର୍ପାଇ ସେ ତମ୍କେ ସାଇଜ କର୍ସି । ଏଲେମିସା ତମେତା ଜାନାସ୍, ଆମ୍କେ ମିସା ଏନ୍ତାରି କସ୍ଟ ମିଲ୍ଲାନି, ଏଟା ଆମର୍ ପାଇ ପର୍ମେସର ମନ୍ କର୍ବାଟା । 4 ଆମେ ତମର୍ସଙ୍ଗ୍ ରଇଲା ବେଲେ, ବେସି ଆଗେଅନି ଆମ୍କେ ଦୁକ୍କସ୍ଟ ଆଇସି ବଲି ପୁର୍ବେଅନି ଜାନାଇ ଦେଇରଇଲୁ । ଏବେ ତମେ ଜାନ୍ଲାସ୍ନି, ଟିକ୍ ସେଟାସେ ଗଟ୍ଲା । 5 ଏଟାର୍ପାଇ ତମର୍ ବିସଇ ନାଜାନିକରି ମୁଇ ରଇ ନାପାର୍ଲି । ତମେ ବିସ୍ବାସେ ଆଚାସ୍ କି ନାଇ ଚିନ୍ତାକରି ମୁଇ ତିମତିକେ ପାଟାଇଲି । ଏଟାର୍ପାଇ ବଲି କେଡେବେଲେ ସଇତାନ୍ ତମ୍କେ ପରିକା କରି ଆମେ ଆବଡ୍ ଅଇ କଲାଟା ଚୁଚାଇ ଜାଇସି ବଲି ଡର୍ତେ ରଇଲି । 6 ମାତର୍ ତିମତି ତମର୍ଲଗେଅନି ବାଉଡି ଆସି ତମର୍ ବିସ୍ବାସ୍ ଆରି ଆଲାଦର୍ ବିସଇର୍ ସୁବ୍କବର୍ ଆନ୍ଲା । ସେ ଆମ୍କେ ଜାନାଇଦେଲାଆଚେଜେ, ତମେ ସବୁବେଲେ ଆମ୍କେ ଆଲାଦ୍ ସଙ୍ଗ୍ ଏତ୍ କଲାସ୍ନି ଆରି ଆମେ ଜେନ୍ତିକି ତମ୍କେ ଦେକ୍ବାକେ ମନ୍ କଲୁନି, ତମେ ମିସା ସେରକାମ୍ ଆମ୍କେ ଦେକ୍ବାକେ ମନ୍ କଲାସ୍ନି । 7 ତେବେ ଏ ବାଇବଇନିମନ୍, ଆମେ କାକୁର୍ତି ଅଇ ଦୁକ୍ କସ୍ଟ ପାଇଲା ବେଲେ ତମର୍ ବିସ୍ବାସର୍ଲାଗି ସାର୍ଦା ଅଇଲୁନି । ତମର୍ ବିସ୍ବାସ୍ ଆକା ଆମ୍କେ ସାଆସ୍ ଦେଇକରି ସଙ୍ଗଇଆଚେ । 8 କାଇକେବଇଲେ ଏବେ ତମେ ଡାଟ୍ଅଇ ମାପ୍ରୁ ସଙ୍ଗ୍ ମିସିକରି ଆଚାସ୍ । ଏଟା ଆମେ ଜାନିକରି ଆରିତରେକ୍ ସାର୍ଦା ସଙ୍ଗ୍ ଜିଇଲୁନି । 9 ଉଁ, ଆମର୍ ପର୍ମେସରର୍ ମୁଆଟେ ତମର୍ ଲାଗି ଆମେ ସବୁଲକ୍ ସାର୍ଦା ଅଇଲୁନି । ସେଟାର୍ପାଇ ତମର୍ଲାଗି ପର୍ମେସର୍କେ ଦନିଅବାଦ୍ ଦେଲୁନି । 10 ତମେ ବିସ୍ବାସ୍ କଲାଟାନେ କେତେଟା ଉନା ଆଚେ । ସେଟା ପୁରାପୁରୁନ୍ କର୍ବାକେ, ଆମେ ତମର୍ସଙ୍ଗ୍ କେନ୍ତି ମିସିପାର୍ବୁ, ଏଟାର୍ପାଇ ଦିନ୍ ରାତି ପାର୍ତନା କରିଲାଗିଆଚୁ । 11 ତମର୍ଲଗେ ଆଇବାକେ ଆମ୍କେ ଆମର୍ ବାବା ପର୍ମେସର୍ ଆରି ଆମର୍ ମାପ୍ରୁ ଜିସୁ ବାଟ୍ ତିଆର୍କରି ଦେଅତ୍ । 12 ଜେନ୍ତିକି ଆମର୍ ଆଲାଦ୍ ତମର୍ପାଇ ବଡିଆଇଲାନି, ସେନ୍ତାରିସେ ନିଜର୍ ନିଜର୍ ବିତ୍ରେ, ଆରି ସବୁ ଲକ୍ମନ୍କେ ମାପ୍ରୁ ଆଲାଦ୍ ବଡାଇକରି ଅଦିକ୍ କର । 13 ମାପ୍ରୁ ଏନ୍ତାରି ତମ୍କେ ତବିର୍ କରାଅ । ଜେଡେବେଲେ ଆମର୍ ମାପ୍ରୁ ଜିସୁ ତାର୍ ନିଜର୍ ସୁକଲ୍ ଲକ୍ମନର୍ ସଙ୍ଗ୍ ଆଇବା ବେଲେ, ତମେ କାଇ ଦସ୍ ନ ଅଇତେ ଆରି ସୁକଲ୍ ଅଇ, ବାବା ପର୍ମେସରର୍ ମୁଆଟେ ଟିଆଅଇସା । |
The New Testament in Desiya Language © The Word for the World International and Desiya Translation Samithi, Koraput, Odisha. 2020