Biblia Todo Logo
Bìoball air-loidhne

- Sanasan -

୧ କରନ୍ତି 15 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ


ଖ୍ରୀଷ୍ଟର୍ ମ୍‌ରିକ୍‌ରି ଉଟ୍‌ତା କ୍‌ତା

1 ଏ ବାଇମ୍‌ନ୍, ମୁଇ ତୁମାର୍ ଲ୍‌ଗେ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରିରିଲେ, ସେରି ତୁମୁକେ ଏତାଇ ଦ୍‌ଇନ୍ଦ୍ ବ୍‌ଲି ମ୍‌ନ୍‌କ୍‌ରୁଲେ, ସେରି ତୁମି ମାନିରିଲାସ୍ ଆର୍ ସେତି ତୁମାର୍ ବିଶ୍ବାସ୍ ଡାଟ୍ ଆଚେ।

2 ଯଦି ତୁମିମ୍‍ନ୍ ଇ ସୁବ୍‌କ୍‌ବର୍ ଡାଟ୍‍କ୍‍ରି ଦ୍‍ରି ରିଆସ୍‌, ତ୍‌ବେ ତୁମିମ୍‍ନ୍ ଉଦାର୍‌ ହାଇଆଚାସ୍‌, ନଇଲେକ୍ ତୁମି ବେକାର୍‌ ବିଶ୍‍ବାସି ଅଇଆଚାସ୍।

3 କାଇତାକ୍ ମୁଇ ଜୁଇ ଜୁଇ ଶିକ୍ୟା ହାଇରିଲେ, ତୁମୁକେ ଜାଣାଇ ଆଚି, ସେରି ସ୍‌ବୁତ୍‌ଇହ୍‌ଣି ବେଶି ବ୍‌ଡ୍, ସେରି ଅଇଲି ଦ୍‌ର୍‌ମ୍ ଶାସ୍‌ତର୍ ଲ୍‌ଗେ ଲେକା ଅଇଲା ହର୍ ଖ୍ରୀଷ୍ଟ ଅମାର୍ ପାପାର୍ ଗିନେ ମ୍‌ଲା।

4 ଆର୍ ତାକେ ତହିରିଲାଇ ଯେ, ଶାସ୍‌ତର୍ ଇସାବେ ତିନିଦିନ୍ ହ୍‌ଚେ ଇଶ୍ଵର୍ ଜୀବନ୍ କ୍‍ରି ଉଟାଇଲା।

5 ସେ ହ୍‌ର୍‌ତୁ ପିତର୍‌କେ ଆର୍ ହ୍‌ଚେ ବାରଗଟ୍ ଚେଲାମ୍‍ନ୍‍କେ ଦ୍‍କାଇ ଅଇରିଲା।

6 ତାର୍‌ହ୍‌ଚେ ତର୍‍ସ୍‍ଙ୍ଗ୍ ଜାତିରିଲା ହାଁଚ୍ ଶହ୍ ତ୍‌ଇହ୍‌ଣି ଅଦିକ୍ ଲକ୍‌ମ୍‍ନ୍‌କେ ସେ ଦ୍‍କାଇ ଅଇଲା, ସେମ୍‌ନ୍‌କାର୍ ବିତ୍‌ରେ କ୍‍ତେକ୍ ଲକ୍‍ମ୍‍ନ୍ ଅବେ ଜ୍‍ଗତେ ନାଇ, ମ୍‌ତର୍ ବେଶି ଲକ୍‍ମ୍‍ନ୍ ଅବେ ଜୀବନ୍ ଆତ୍‍ତି।

7 ତାର୍ ହ୍‌ଚେ ସେ ଯାକୁବ ଆର୍ ତାର୍ ହ୍‌ଟାଇଲା ଚେଲାମ୍‍ନ୍‍କେ ଦ୍‍କାଇ ଅଇଲା।

8 ସେ ଦ୍‍କାଇ ଅଇଲା ଲକ୍‌ମ୍‌ନ୍‌କାର୍‌ ବିତ୍‌ରେ ସ୍‌ରାସ୍‌ରି ମୁଇ ରିଲେ, ସ୍‌ବ୍‌କାର୍ ହ୍‌ଚେ, ବୁଲ୍ ସ୍‌ମୟେ ଜ୍‍ର୍‍ନ୍‌ ଅଇଲା ହିଲାହର୍ ମକେ ହେଁ ଦ୍‍କାଇ ଅଇଲା।

9 ହ୍‌ଟାଇଲା ଚେଲାମ୍‌ନ୍‌କାର୍ ବିତ୍‌ରେ ମୁଇ ସ୍‌ବ୍‌କାର୍ ତ୍‌ଇହ୍‌ଣି ବେଶି ସାନ୍‌, କାଇତାକ୍ ମୁଇ ହ୍‌ଟାଇଲା ନାଉଁ ହାଉତାର୍ ମର୍ ଜଗ୍ଯନାଇ, କାଇତାକ୍ ମୁଇ ଇଶ୍ଵରାର୍ ମ୍‌ଣ୍ତଳିକେ ତାଳ୍‌ନା କ୍‌ଲେଆଚି।

10 ମ୍‌ତର୍ ଅବେ ମୁଇ ଜୁଇରି ଅଇଲେଆଚି, ସେରି ଇଶ୍ଵରାର୍ ଆଶିର୍‌ବାଦ୍‌ ଦ୍ବାରା ଅଇଲିଆଚେ। କାଇତାକ୍ ବିନ୍‌ସ୍‌ବୁ ହ୍‌ଟାଇଲା ଚେଲାମ୍‌ନ୍‌କାର୍ ତ୍‌ଇହ୍‌ଣି ମୁଇ ବେଶି କ୍‌ଷ୍ଟ କ୍‌ଲେଆଚି, ମ୍‌ତର୍ ମୁଇ କ୍‌ଲେଆଚି ବ୍‌ଲି କ୍‌ମ୍‌ନ୍‌ହାରି, କାଇତାକ୍ ଇଶ୍ଵରାର୍ ଆଶିର୍‌ବାଦ୍‌ ରିଲି ଲାଗି ଇସ୍‌ବୁ ହୁରା ଅଇଲିଆଚେ।

11 ସେତାର୍‍ଗିନେ ମୁଇ ଅଉଅ କି ସେ ହ୍‌ଟାଇଲା ଚେଲାମ୍‌ନ୍ ଅଉଅତ୍ ଅମିମ୍‌ନ୍ ସ୍‌ବୁ ଲକ୍‍ମ୍‍ନ୍ ସେ ଗଟେକ୍ ପର୍‍ଚାର୍ କ୍‌ରୁଲୁ, ଆର୍ ତୁମିମ୍‍ନ୍ ସେତାକ୍ ବିଶ୍‍ବାସ୍ କ୍‍ରିଆଚାସ୍।


ମ୍‌ଲା ଲକ୍‍ମ୍‍ନ୍ ଆର୍ ଗଟେତର୍ ଜୀବନ୍ ହାଇଲାଇ

12 ଖ୍ରୀଷ୍ଟ ମ୍‌ରିକ୍‌ରି ଉଟ୍‌ଲା ଆଚେ ଇରିହ୍‌କା ଅମାର୍ ପର୍‍ଚାର୍ କ୍‌ର୍‌ତା ଉଦେଶ୍। ମ୍‌ତର୍ ଅବେ ହେଁ ତୁମାର୍ ବିତ୍‌ରେ କ୍‍ତେକ୍ ଲକ୍‍ମ୍‍ନ୍ ମ୍‌ଲାଲକ୍ ଆରେକ୍‌ ଉଟିନ୍‌କେର୍‌ତି ବ୍‌ଲି କ୍‍ନ୍‍କ୍‍ରି କ୍‍ମ୍‍ଲାସ୍?

13 ଯଦି ମ୍‌ଲାଲକ୍ ଉଟିନ୍‌କେର୍‌ତି ତ୍‌ବେ ଖ୍ରୀଷ୍ଟ ହେଁ ମ୍‌ରିକ୍‌ରି ଜୀବନ୍ ହାଇ ଉଟିନ୍‌କେରି ଆଚେ।

14 ଯଦି ଖ୍ରୀଷ୍ଟ ମ୍‌ରିକ୍‌ରି ଆରେକ୍‌ ଜୀବନ୍ ହାଇ ଉଟିନ୍‌କେଲା ଆଚେ ତ୍‌ବେ ଅମି ପର୍‍ଚାର୍ କ୍‌ର୍‌ତା ବେକାର୍ ଆର୍ ତୁମାର୍ ବିଶ୍‍ବାସ୍ ହେଁ ବେକାର୍।

15 ତ୍‌ବେ ଅମିମ୍‌ନ୍ ଇଶ୍ଵରାର୍ ବିଷୟେ ମିଚ୍ କଇଲା ହର୍ ଅଇଦ୍, କାଇତାକ୍ ଅମି କ୍‌ମ୍‌ଲୁ ଇଶ୍ଵର୍ ଖ୍ରୀଷ୍ଟକେ ମ୍‌ଲାତ୍‌ଇହ୍‌ଣି ଜୀବନେ ଉଟାଇଆଚେ ବ୍‌ଲି। ଯଦି ସ୍‌ତ୍‌କ୍‌ରି ମ୍‌ଲାଲକ୍ ଜୀବନ୍ ହାଇକ୍‌ରି ଉଟିନ୍‌କେରେ ତ୍‌ବେ ଖ୍ରୀଷ୍ଟକେ ହେଁ ଇଶ୍ଵର୍ ଜୀବନ୍ ଦ୍‌ଇକ୍‍ରି ଉଟାଇ ନ୍‌କେରି ଆଚେ।

16 ଯଦି ମ୍‌ଲାଲକ୍ ଆରେକ୍‌ ନୁଟ୍‌ତି ତ୍‌ବେ ଖ୍ରୀଷ୍ଟ ହେଁ ମ୍‌ଲାତ୍‌ଇହ୍‌ଣି ଉଟିନ୍‌କେରେ।

17 ଆରେକ୍‌ ଯଦି ଖ୍ରୀଷ୍ଟ ମ୍‌ଲାତ୍‌ଇହ୍‌ଣି ନୁଟ୍‌ଲା ଆଚେ, ତ୍‌ବେ ତୁମାର୍ ବିଶ୍‍ବାସ୍ ବେକାର୍ ଆର୍ ତୁମିମ୍‍ନ୍ ଅବେହ୍‌ତେକ୍ ପାପେ ସେ ବୁଡିକ୍‌ରି ଆଚାସ୍।

18 ଆର୍ ତାର୍ ଅର୍ତ ଇରି ଯେ ଖ୍ରୀଷ୍ଟକେ ବିଶ୍‍ବାସ୍ କ୍‍ରି ମ୍‌ରିରିଲା ଲକ୍‍ମ୍‍ନ୍ ହେଁ ନ୍‌ଷ୍ଟ ଅଇଲାଇ ଆତ୍‍ତି।

19 ଯଦି ଜଗତେ ବଚ୍‌ତାର୍ ଗିନେ ଅମିମ୍‌ନ୍ ଖ୍ରୀଷ୍ଟର୍ ଲ୍‌ଗେ ବ୍‌ର୍‌ସା କ୍‌ରୁଲୁ, ତ୍‌ବେ ବିନ୍‌ସ୍‌ବୁ ଲକ୍‌ମ୍‌ନ୍‌କାର୍‌ ତ୍‌ଇହ୍‌ଣି ଅମାର୍ ବେଶିଦୁକ୍‌ ଅଇଦ୍।

20 ମ୍‌ତର୍ ମ୍‌ଲା ଲକ୍‍ମ୍‍ନ୍ ଯେ ଆରେକ୍‌ ଜୀବନ୍ ହାଇକ୍‌ରି ଉଟ୍‌ତି ସେରି ଦ୍‍କାଇ ଦେମ୍‌କେ ଖ୍ରୀଷ୍ଟ ନିଜେ ହ୍‌ର୍‌ତୁ ମ୍‌ଲା ଲକ୍‌ମ୍‌ନ୍‌କାର୍‌ ତ୍‌ଇହ୍‌ଣି ଜୀବନ୍ ହାଇକ୍‌ରି ଉଟ୍‌ଲା ଆଚେ।

21 ଗଟେକ୍ ଲକାର୍ ଗିନେ ହୁର୍‌ତିବି ତ୍‌ଇ ମ୍‌ର୍‌ନ୍ ଆଇଲି, ସେନ୍‍କ୍‌ରି ଗଟେକ୍ ଲକାର୍ ଗିନେ ହୁର୍‌ତିବି ଲ୍‌ଗେ ଜୀବନାର୍ ବାଟ୍ ମିଳ୍‌ଲି।

22 ଆଦ‍ମାର୍ ଲାଗି ସ୍‌ବୁ ଲକ୍‍ମ୍‍ନ୍ ମ୍‌ଲାଇ, ମ୍‌ତର୍ ଯୀଶୁ ଖ୍ରୀଷ୍ଟର୍ ଲ୍‌ଗେ ବିଶ୍‍ବାସାର୍‌ ଲାଗି ସ୍‌ବୁ ଲକ୍‍ମ୍‍ନ୍ ଜୀବନ୍ ହାଇ ଉଟ୍‌ତି।

23 ମ୍‌ତର୍ ସ୍‌ବୁ ଲକ୍‍ମ୍‍ନ୍ ଟିକ୍ ସ୍‌ମୟେ ଉଟ୍‌ତି, କାଇତାକ୍ ହ୍‌ର୍‌ତୁ ଖ୍ରୀଷ୍ଟ ଉଟ୍‌ଲା ଆଚେଲାଗି ସେ ଆରେକ୍‌ ବିଚାର୍‌ କ୍‌ରୁକେ ଆସ୍‌ତାବ୍‌ଳ୍ ତାର୍ ଲ୍‌ଗେ ବିଶ୍‍ବାସ୍ କ୍‍ରି ମ୍‌ରିରିଲା ଲକ୍‍ମ୍‍ନ୍ ଜୀବନ୍ ହାଇ ଉଟ୍‌ତି।

24 ତାର୍ ହ୍‌ଚେ ଯୁଗ୍‌ସେସ୍ ଅଇଦ୍, ଖ୍ରୀଷ୍ଟ ତାର୍ ସ୍‌ବୁ ଶାସନ୍, ଅଦିକାର୍, ଆର୍ ଶ୍‌କ୍‌ତିକେ ନାସ୍ କ୍‍ରି ଉବା ଇଶ୍ଵର୍‍କେ ରାଇଜ୍‌ ସ୍‌ହ୍‌ରି ଦ୍‌ଇଦ୍।

25 କାଇତାକ୍ ଇଶ୍ଵର୍ ସ୍‌ବୁ ଶତ୍‌ରୁ ମ୍‌ନ୍‌କେ ଆରାଇକ୍‌ରି ଖ୍ରୀଷ୍ଟର୍ ହାଦ୍‌ତ୍‌ଳେ ନ୍‌ସେଙ୍ଗାଉତା ହ୍‌ତେକ୍ ଖ୍ରୀଷ୍ଟ ଶାସନ୍ କ୍‍ରେଦ୍।

26 ସ୍‌ରାସ୍‌ରି ଶ୍‌ତ୍‌ରୁ ହର୍ ମ୍‌ର୍‌ନ୍ ହେଁ ନାସ୍ ଅଇଦ୍।

27 ଦ୍‌ର୍‌ମ୍ ଶାସ୍‌ତରେ ଲ୍‌ଗେ ଲେକାଆଚେ ଇଶ୍ଵର୍ ସ୍‌ବୁ ବିଷୟ୍ ଖ୍ରୀଷ୍ଟର୍ ଅଦିନେ ର୍‌କେଦ୍। ଇ ସ୍‌ବୁ ବିଷୟ୍ ବ୍‌ଲି କଇଲେକ୍ ଇଶ୍ଵର୍‍କେ ଚାଡିକ୍‌ରି, କାଇତାକ୍ ଇଶ୍ଵର୍ ହ୍‌କା ସ୍‌ବୁ ବିଷୟ୍‌କେ ଖ୍ରୀଷ୍ଟର୍ ତ୍‌ଳେ ସ୍‌ହ୍‌ରି ଦ୍‌ଇଦ୍।

28 ସ୍‌ବୁ ବିଷୟ୍ ଖ୍ରୀଷ୍ଟର୍ ଅଦିନେ କ୍‌ଲାହ୍‌ଚେ ଖ୍ରୀଷ୍ଟ ହେଁ ତାର୍ ଉବାସି ଇଶ୍ଵରାର୍ ତ୍‌ଳେ ସ୍‌ହ୍‌ରି ଅଇଦ୍, ତ୍‌ବେ ସ୍‌ବୁ ବିଷୟ୍ ଆର୍ ସ୍‌ବୁ ଜ୍‌ଗାଇ ଇଶ୍ଵରାର୍ ଶାସନ୍ ହୁରାଅଇଦ୍।

29 ମ୍‌ଲା ଲକାର୍ ଗିନେ ଜୁଇସ୍‌ବୁ ଲକ୍‍ମ୍‍ନ୍ ଡୁବେନ୍ ନେମ୍‌ଲାଇ ସେମ୍‌ନ୍‌କାର୍ ବିଷୟେ କାଇରି କ୍‌ମ୍‌ନ୍ଦ୍? କ୍‍ତେକ୍ ଲକ୍‍ମ୍‍ନ୍ ବାବୁଲାଇ ଯେ ମ୍‌ଲା ଲକ୍‍ମ୍‍ନ୍ ଆରେକ୍‌ ଉଟିନ୍‌କେର୍‌ତି ବ୍‌ଲି, ତ୍‌ବେ ତାର୍ ଗିନେ ବିନ୍‌ସ୍‌ବୁ ଲକ୍‍ମ୍‍ନ୍ କାଇତାକ୍ ଡୁବେନ୍ ନେମ୍‌ଲାଇ?

30 ଆର୍ ଅମିମ୍‌ନ୍ ହେଁ ସ୍‌ବୁବ୍‌ଳ୍ କାଇତାକ୍ ଡ୍‌ଣ୍ତ୍ ବଗୁଲୁ?

31 ଏ ବାଇମ୍‌ନ୍ ଅମାର୍ ଜୀବନ୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ସ୍‌ଙ୍ଗ୍ ଗଟେକ୍ ଅଇଲିଆଚେ ଲାଗି ତୁମାର୍ ଗିନେ ମର୍ ଅତେକ୍ ଗ୍‌ର୍‌ବ୍ ଆଚେ, ସେତାର୍‍ଗିନେ ମୁଇ ହ୍‌ର୍‌ମାଣ୍ କ୍‍ରି କ୍‌ମ୍‌ଲେ ଯେ ସ୍‌ବୁଦିନ୍ ମୁଇ ମ୍‌ର୍‌ତା ଡ୍‌ଣ୍ତ୍ ବଗୁଲେ।

32 ଯଦି ମୁଇ ଏଫିସ ସ୍‌ହର୍ ତ୍‌ଇ ବ୍‌ନାର୍ ଜ୍‌ତୁମ୍‌ନ୍‌କାର୍ ହର୍‌ ଲକ୍‌ମ୍‍ନ୍‌କେ ଜୁଜ୍ କ୍‌ରିରିଲେ, ତ୍‌ବେ ମର୍ କାଇଲାବ୍ ଅଇଲି? ଯଦି ମ୍‌ଲାଲକ୍ ଆରେକ୍‌ ଉଟିନ୍‌କେର୍‌ତି ତ୍‌ବେ ଆଶା ଅମିମ୍‌ନ୍ କାମା, ହିମା କାଇତାକ୍ କାଲିକେ ତୋ ଅମିମ୍‌ନ୍ ମ୍‌ରୁନ୍ଦ୍?

33 ତୁମିମ୍‍ନ୍ ମୁର୍‌କ ଅଉଆନାଇ, କାଇତାକ୍ କ୍‍ରାପ୍ କାମ୍ କ୍‌ର୍‌ତା ଲକାର୍ ସ୍‌ଙ୍ଗ୍ ମିସ୍‌ଲେକ୍ ତୁମାର୍ ଇଜତ୍ ନ୍‌ଷ୍ଟ୍‌ ଅଇଦ୍।

34 ସେତାର୍‍ଗିନେ ଜାଗ୍‌ରତ୍ ଅଉଆ ଆର୍ ପାପ୍ କ୍‍ରାନାଇ, କାଇତାକ୍ ମୁଇ ଗଟେକ୍ ଲାଜାର୍ କ୍‌ତା କ୍‌ମ୍‌ଲେ ଯେ ତୁମାର୍ ବିତ୍‌ରେ କ୍‍ତେକ୍ ଲକ୍‍ମ୍‍ନ୍ ଅବେହ୍‌ତେକ୍ ଇଶ୍ଵରାର୍ ବିଷୟ୍ ନ୍‌ଜାଣି ଆତ୍‍ତି।


ଜୀବନ୍ ହାଇକ୍‌ରି ଉଟ୍‌ତା ଗ୍‌ଗାଳ୍

35 ମ୍‌ଲା ଲକ୍‍ମ୍‍ନ୍ କ୍‍ନ୍‍କ୍‍ରି ଆରେକ୍‌ ଉଟ୍‌ତି ବ୍‌ଲି ଯଦି କେ ହ୍‌ଚାରେଦ୍? ଆର୍ କ୍‌ନ୍‌କା ଗ୍‌ଗାଳ୍ ଅଇକ୍‌ରି ଉଟ୍‌ତି?

36 ତୁମିମ୍‍ନ୍ କ୍‍ତେକ୍ ବ୍‌କୁଆ ଲକ୍‍ମ୍‍ନ୍ ଅତେକ୍ ହେଁ ନ୍‍ଜାଣୁଲାସ୍, ଜୁଇ ବିଆନ୍ ବୁଣୁଲାସ୍ ସେରି ନ୍‌ମେଲେକ୍ ଗ୍‌ଜା ନଇ, ଜୁଇ ଗ୍‌ଚ୍ ବାରାଇଦ୍ ତୁମି ସେତାକ୍ ବୁଣି ନ୍‍ରିଆସ୍।

37 ତୁମିମ୍‍ନ୍ ଗଟେକ୍ ଗ୍ଉଁ କି ବିନ୍ ଗଟେକ୍ ଦାନ୍ ମ୍‌ଣ୍ତିଆ ବିଆନ୍ ବୁଣି ରିଆସ୍।

38 ମ୍‌ତର୍ ଇଶ୍ଵର୍ ତାର୍ ଇଚାହର୍ ସେ ବିଆନ୍‌କେ ବାଦ୍‌ଲାଇ କ୍‍ରି ସ୍‌ବୁ ବିଆନ୍‌କେ ତାକାର୍ ନିଜାର୍ ରୁପ୍‌ହର୍ କ୍‍ରି ତିଆର୍ କ୍‍ରେଦ୍।

39 ସ୍‍ବୁଲକାର୍‌ ଗ୍‌ଗାଳ୍ ସ୍‌ମାନ୍ ନଇ, ମାନାଇ ଲକାର୍ ଗ୍‌ଗାଳ୍ ଗଟେକ୍ ରକ୍‌ମ୍, ଜ୍‌ତୁମ୍‌ନ୍‌କାର୍ ଗ୍‌ଗାଳ୍ ଆରେକ୍‌ ଗଟ୍ ରକ୍‌ମ୍, ଚେଳେ ଆର୍ ମାଚ୍‌ ମ୍‌ନ୍‌କାର୍ ଗ୍‌ଗାଳ୍ ଆରେକ୍‌ ଗଟ୍ ରକ୍‌ମ୍।

40 ଆର୍ ଜ୍‌ନ୍‌କ୍‌ରି ହୁର୍‌ତିବି ତ୍‌ଇ ବିନ୍‌ବିନ୍ ର୍‌କମ୍ ଗ୍‌ଗାଳ୍ ଆଚ୍‌ତି, ସେନ୍‌କାର୍ ଆକାଶେ ହେଁ ବେଳ୍, ଜନ୍ ଆର୍ ତାରାମ୍‌ନ୍ ଆଚ୍‌ତି। ଆକାଶେ ରେତା ଜିନିଷ୍ ମ୍‌ନ୍‌କେ ଗଟେକ୍ ର୍‌କମ୍ ସୁନ୍ଦୁର୍ ଆଚ୍‌ତି ଆର୍ ହୁର୍‌ତିବି ତ୍‌ଇ ରେତା ଜିନିଷ୍ ମ୍‌ନ୍‌କେ ଗଟେକ୍ ର୍‌କମ୍ ସୁନ୍ଦୁର୍ ଆଚ୍‌ତି।

41 ବେଳାର୍ ସୁନ୍ଦୁର୍ ଗଟେକ୍ ର୍‌କମ୍ ଜନାର୍ ସୁନ୍ଦୁର୍ ଆର୍‍ଗଟେ ର୍‌କମ୍, ଗଟେକ୍ ତାରାର୍ ସୁନ୍ଦୁର୍ ଆରେକ୍‌ ଗଟେକ୍ ତାରା ତ୍‌ଇହ୍‌ଣି ଅଲ୍‌ଗା ର୍‌ଇଦ୍।

42 ମ୍‌ଲା ଲକ୍‍ମ୍‍ନ୍ ହେଁ ସେନ୍‍କ୍‌ରି ଆରେକ୍‌ ଗଟେକ୍ ରୁପ୍ ଅଇକ୍‌ରି ଉଟ୍‌ତି, କାଇତାକ୍ ସେମ୍‌ନ୍ ନ୍‌ଷ୍ଟ୍‌ ଅମ୍‌କେ ତହ୍‌ଲାଇ ଆତ୍‍ତି, ମ୍‌ତର୍ ସେରି କ୍‌ବେ ଆରେକ୍‌ ନ୍‌ଷ୍ଟ୍‌ନଇ ଉଟେଦ୍।

43 ତହ୍‍ତା ଗ୍‌ଗାଳ୍ ସନ୍‌ମାନ୍ ହାଇ ନ୍‌କେରେ, ମ୍‌ତର୍ ଆରେକ୍‌ ଜୀବନ୍ ହାଇ ଉଟ୍‌ଲା ଗ୍‌ଗାଳ୍ ଶ୍‌କ୍‌ତିର୍ ମଇମା ହାଇଦ୍‌।

44 ତହ୍‍ତା ଗ୍‌ଗାଳ୍ ସୁନ୍ଦୁର୍ ନାଇ ଆର୍ ଦୁର୍‌ବଳ୍ ର୍‌ଇଦ୍, ମ୍‌ତର୍ ଆରେକ୍‌ ଜୀବନ୍ ହାଇ ଉଟ୍‌ଲା ଗ୍‌ଗାଳ୍ ସୁନ୍ଦୁର୍ ଆର୍ ଶ୍‌କ୍‌ତି ର୍‌ଇଦ୍। ତହ୍‌ତାବ୍‌ଳ୍ ଗ୍‌ଗାଳ୍ ଜଗତାର୍ ଗ୍‌ଗାଳ୍ ର୍‌ଇଦ୍, ମ୍‌ତର୍ ଆରେକ୍‌ ଉଟ୍‌ଲା ଗ୍‌ଗାଳ୍ ଆତ୍ମିକ୍ ର୍‌ଇଦ୍। ଯଦି ଜ୍‍ଗତାର୍ ଗ୍‌ଗାଳ୍ ଆଚେ ତ୍‌ବେ ଆତ୍ମିକ୍ ଗ୍‌ଗାଳ୍ ହେଁ ଆଚେ।

45 ଦ୍‌ର୍‌ମ୍ ଶାସ୍‌ତର୍ ଲ୍‌ଗେ ଲେକାଆଚେ ଯେ ହ୍‌ର୍‌ତୁ ଆଦ‍ମ୍ ମାନାଇ ହର୍ ସୁସ୍‌ଟି ଅଇରିଲା, ମ୍‌ତର୍ ସ୍‌ରାସ୍‌ରି ଆଦ‍ମ୍ ଯେ କି ଖ୍ରୀଷ୍ଟ ଜୀବନ୍ ଦେତା ଆତ୍ମା ଅଇଲା।

46 ହ୍‌ର୍‌ତୁ ଆତ୍ମିକ୍ ଜୀବନ୍ ନ୍‌ରିଲି, ହ୍‌ର୍‌ତୁ ଜୁଇସ୍‌ବୁ ରିଲି ସେସ୍‌ବୁ ଜ୍‍ଗତାର୍ ବିଷୟ୍, ମ୍‌ତର୍ ହ୍‌ଚେ ଆତ୍ମିକ୍ ବିଷୟ୍ ଆଇଲିଆଚେ।

47 ହ୍‌ର୍‌ତୁ ଆଦ‍ମ୍ ମାନାଇ ରିଲା, କାଇତାକ୍ ସେ ମାଟିଏ ତିଆର୍ ଅଇରିଲା, ମ୍‌ତର୍ ହ୍‌ଚାର୍ ଆଦ‍ମ୍ ସ୍‌ର୍‌ଗେ ହ୍‌ଣି ଆସିରିଲା।

48 ଜୁଇ ଲକ୍‌ମ୍‌ନ୍‌ ହୁର୍‌ତିବିର୍‌ ତ୍‌ଇହ୍‌ଣି ସେମ୍‌ନ୍ ହୁର୍‌ତିବିର୍‌ ହ୍‌ର୍‌ତୁ ମାନାଇ ଆଦ‍ମାର୍ ତ୍‌ଇହ୍‌ଣି। ମ୍‌ତର୍ ଜୁଇ ଲକ୍‌ମ୍‌ନ୍‌ ସ୍‌ର୍‌ଗାର୍ ତ୍‌ଇହ୍‌ଣି ସେମ୍‌ନ୍ ସ୍‌ର୍‌ଗାର୍ ଖ୍ରୀଷ୍ଟର୍ ହର୍।

49 ଅମିମ୍‌ନ୍ ଅବେ ମାଟିଲ୍‌ଗେ ତିଆର୍ ଅଇଲା ମାନାଇ ଆଦ‍ମାର୍ ହର୍ ଗ୍‌ଗାଳ୍ ହାଇଲୁ ଆଚୁ, ମ୍‌ତର୍ ଗଟେଦିନ୍ ଅମିମ୍‌ନ୍ ସ୍‌ର୍‌ଗାର୍ ମାନାଇ ଖ୍ରୀଷ୍ଟର୍ ହର୍ ଗ୍‌ଗାଳ୍ ହାମ୍‌ହାରୁ।


ନ୍ଉଆ ଜୀବନାର୍‌ ଗୁଣ୍ ଆର୍ ଜିତ୍‌ଲା ବିଷୟ୍‌

50 କାଇତାକ୍ ଏ ବାଇମ୍‌ନ୍ ମୁଇ ତୁମୁକ୍ କ୍‍ମ୍‍କେ ମ୍‌ନ୍‌କ୍‌ରୁଲେ ଯେ, ଇ ଜଗତେ ଅମାର୍ ଗ୍‌ଗାଳ୍ ମାସ୍ ଆର୍ ବିନିଏ ତିଆର୍ ଅଇଆଚେ, ଅମାର୍ ଅନ୍‌କା ଗ୍‌ଗାଳ୍ ସ୍‌ଙ୍ଗ୍ ଇଶ୍ଵରାର୍ ରାଇଜ୍‌କେ ଜ୍‌ମ୍ ନାହାର୍‌ତି, କାଇତାକ୍ ନ୍‌ଷ୍ଟ ଅଉତା ଗ୍‌ଗାଳ୍ ନ୍‌ଷ୍ଟ ନ୍‌ଉତା ଟାଣେ ଜ୍‌ମ୍ ନ୍‌ହାରେ।

51 ଶୁଣା, ମୁଇ ତୁମୁକେ ଗଟେକ୍ ଲୁକ୍‌ଲା କ୍‌ତା କ୍‌ମ୍‌ଲେ, ସେରି ଅମ୍‌ଲି ଅମିମ୍‌ନ୍ ସ୍‌ବୁଲକ୍ ମ୍‌ରି ନ୍‌କେରୁ।

52 ମ୍‌ତର୍ ସ୍‌ରାସ୍‌ରି ମରି ବାଜ୍‌ଲେକ୍ ଅମିମ୍‌ନ୍ ସେ ଦାହ୍‍ରେ ଆକି ମିଟ୍‌କା ମାର୍‌ଲାହର୍ ସ୍‌ବୁ ଲକ୍‍ମ୍‍ନ୍ ବାଦ୍‌ଲି ଜ୍‌ମ୍‌ନ୍ଦ୍।

53 ସ୍‌ଡେବ୍‌ଳ୍ ମ୍‌ଲା ଲକ୍‍ମ୍‍ନ୍ ଆରେକ୍‌ ଜୀବନ୍ ହାଇକ୍‌ରି ଉଟ୍‌ତି, ଆର୍ ଅମିସ୍‌ବୁ ଲକ୍‍ମ୍‍ନ୍ ହେଁ ବାଦ୍‌ଲି ଜ୍‌ମ୍‌ନ୍ଦ୍। ଜୁଇରି ନ୍‌ଷ୍ଟ ଅଉତାର୍ ରିଲି ସେ ଗ୍‌ଗାଳ୍ ଅବେ ନ୍‌ଷ୍ଟ ନ୍‌ଉତା ଗ୍‌ଗାଳ୍ ହର୍ ବାଦ୍‌ଲି ଜ୍‌ମ୍‌କେ ହ୍‌ଳେଦ୍। ମୁଇ ଜ୍‍ଗତାର୍ ମ୍‌ର୍‌ତା ଗ୍‌ଗାଳ୍‌କେ ସ୍‌ବୁଦିନ୍ ବାଚ୍‌ତାର୍ ଗ୍‌ଗାଳ୍ ହର୍ ହିନ୍ଦୁକ୍ ଅଇଦ୍‌।

54 ଇ ଜ୍‍ଗତାର୍ ମ୍‌ଲା ଗ୍‌ଗାଳ୍ ନ୍‌ମେର୍‌ତା ଜୀବନ୍ ହାଇଲେକ୍, ଦ୍‌ର୍‌ମ୍ ଶାସ୍‌ତରାର୍ ଇବାକ୍ଯ ହୁରାଅଇଦ୍,

55 “ମ୍‌ର୍‌ନାର୍ ଶ୍‌କ୍‌ତି ନ୍‌ଷ୍ଟ ଅଇଲିଆଚେ ଆର୍ ଯୀଶୁ ଜିନ୍‌ଲା ଆଚେ, ଏ ମ୍‌ର୍‌ନ୍ କାଇତାକ୍ ତୁଇ ଜିଣୁ ନ୍‌ହାର୍‌ଲିସ୍? ଆର୍ ଏ ମ୍‌ର୍‌ନ୍ କେଣେ ତର୍ ସେ ଡ୍‌ଣ୍ତ୍ ଦେତା ଶ୍‌କ୍‌ତି?”

56 ପାପାର୍ ଶ୍‌କ୍‌ତିର୍‌ ଗିନେ ମ୍‌ର୍‌ନାର୍ ଡ୍‌ଣ୍ତ୍ ଆର୍ ମୋଶାର୍ ନିୟମାର୍‌ ଗିନେ ପାପ୍ ଅମ୍‌ଲି।

57 ମ୍‌ତର୍ ଅମିମ୍‌ନ୍ ଇଶ୍ଵର୍‍କେ ଦନ୍ୟବାଦ୍‌ ଦେମା, କାଇତାକ୍ ସେ ଅମାର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଦ୍ବାରା ସେ ଅମୁକେ ଜିଣାଇ ଆଚେ।

58 ସେତାର୍‍ଗିନେ ଏ ଲାଡାର୍ ବାଇମ୍‌ନ୍ ଅଟୁଆ ଅଇକ୍‌ରି ଜାଗ୍‌ରତ୍ ରିଆ, ସ୍‌ବୁବ୍‌ଳ୍ ମାପ୍‌ରୁର୍ କାମେ ସେ ଲାଗିରିଆ। କାଇତାକ୍ ତୁମିମ୍‍ନ୍ ଜାଣା ଯେ ମାପ୍‌ରୁର୍ ଗିନେ ତୁମି କ୍‌ଲାକାମ୍ ବେକାରେ ନଇ।

Bodo Parja Bible (ବ୍‌ଡ଼୍ ହ୍‌ର୍‌ଜା) by The Love Fellowship is licensed under Creative Commons Attribution-ShareAlike 4.0 License.

Beyond Translation
Lean sinn:



Sanasan