ରୋମୀୟ 2:23 - ଓଡିଆ ବାଇବେଲ23 ମୋଶାଙ୍କ ବ୍ୟବସ୍ଥାରେ ଗର୍ବ କରୁଅଛ ଯେ ତୁମ୍ଭେ, ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ଦ୍ୱାରା ତୁମ୍ଭେ କି ଈଶ୍ୱରଙ୍କୁ ଅନାଦର କରୁ ନାହଁ ? See the chapterପବିତ୍ର ବାଇବଲ (Re-edited) - (BSI)23 ବ୍ୟବସ୍ଥାରେ ଗର୍ବ କରୁଅଛ ଯେ ତୁମ୍ଭେ, ବ୍ୟବସ୍ଥା ଲଙ୍ଘନ ଦ୍ଵାରା ତୁମ୍ଭେ କି ଈଶ୍ଵରଙ୍କୁ ଅନାଦର କରୁ ନାହଁ? See the chapterପବିତ୍ର ବାଇବଲ (CL) NT (BSI)23 ତୁମ୍ଭେମାନେ ଈଶ୍ୱରଙ୍କ ବ୍ୟବସ୍ଥା ପାଇଛ ବୋଲି ଗର୍ବ କରୁଛ, କିନ୍ତୁ ତାକୁ ଲଙ୍ଘନ କରି ଈଶ୍ୱରଙ୍କୁ ଅପମାନିତ କରୁଛ କି? See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT23 ମୋଶାଙ୍କ ବ୍ୟବସ୍ଥାରେ ଗର୍ବ କରୁଅଛ ଯେ ତୁମ୍ଭେ, ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ଦ୍ୱାରା ତୁମ୍ଭେ କି ଈଶ୍ବରଙ୍କୁ ଅନାଦର କରୁ ନାହଁ? See the chapterପବିତ୍ର ବାଇବଲ23 କିନ୍ତୁ ତୁମ୍ଭେ ମନ୍ଦିରରୁ ଗ୍ଭେରି କରୁଛ। ତୁମ୍ଭେ ପରମେଶ୍ୱରଙ୍କ ବ୍ୟବସ୍ଥା ପାଇଁ ଗର୍ବ କରୁଛ। କିନ୍ତୁ ତୁମ୍ଭେ ସେହି ବ୍ୟବସ୍ଥା ଭଙ୍ଗ କରି ପରମେଶ୍ୱରଙ୍କୁ ଲଜ୍ଜା ଦେଉଛ। See the chapter |