ପ୍ରକାଶିତ 9:9 - ଓଡିଆ ବାଇବେଲ9 ଲୌହ ଉରସ୍ତ୍ରାଣ ପରି ସେମାନଙ୍କର ଉରସ୍ତ୍ରାଣ, ପୁଣି, ରଥ ଓ ରଣକ୍ଷେତ୍ରରେ ଦୌଡ଼ୁଥିବା ଅନେକ ଅଶ୍ୱଙ୍କ ଶବ୍ଦ ପରି ସେମାନଙ୍କ ପକ୍ଷର ଶବ୍ଦ । See the chapterପବିତ୍ର ବାଇବଲ (Re-edited) - (BSI)9 ଲୌହ ଉରସ୍ତ୍ରାଣ ପରି ସେମାନଙ୍କର ଉରସ୍ତ୍ରାଣ, ପୁଣି ରଥ ଓ ରଣକ୍ଷେତ୍ରରେ ଧାବମାନ ଅନେକ ଅଶ୍ଵଙ୍କ ଶଦ୍ଦ ପରି ସେମାନଙ୍କ ପକ୍ଷର ଶଦ୍ଦ। See the chapterପବିତ୍ର ବାଇବଲ (CL) NT (BSI)9 ସେମାନଙ୍କ ବକ୍ଷ ଦେଶକୁ ଲୌହ ଉରସ୍ତ୍ରାଣ ପରି କୌଣସି ପଦାର୍ଥ ଆବୃତ୍ତ କରିଥିଲା ଏବଂ ଅନେକ ଅଶ୍ୱ ଦ୍ୱାରା ଟଣା ହେଉଥିବା ରଥର ନିର୍ଘୋଷ ପରି ସେମାନଙ୍କ ଡ଼େଣାମାନଙ୍କରୁ ଶବ୍ଦ ବାହାରୁ ଥିଲା। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ଲୌହ ଊରସ୍ତ୍ରାଣ ପରି ସେମାନଙ୍କର ଊରସ୍ତ୍ରାଣ, ପୁଣି, ରଥ ଓ ରଣକ୍ଷେତ୍ରରେ ଦୌଡ଼ୁଥିବା ଅନେକ ଅଶ୍ୱଙ୍କ ଶବ୍ଦ ପରି ସେମାନଙ୍କ ପକ୍ଷର ଶବ୍ଦ। See the chapterପବିତ୍ର ବାଇବଲ9 ସେମାନେ ଛାତିରେ ଲୁହାର ସାଞ୍ଜୁ ପିନ୍ଧିଲା ଭଳି ଦିଶୁଥିଲେ। ସେମାନଙ୍କର ଡେଣାର ଶବ୍ଦ ଯୁଦ୍ଧକୁ ଦୌଡ଼ୁଥିବା ଅନେକ ଘୋଡ଼ା ଓ ରଥର ଶବ୍ଦ ଭଳି ଥିଲା। See the chapter |