ଲୂକ ଲିଖିତ ସୁସମାଚାର 9:8 - ଓଡିଆ ବାଇବେଲ8 ପୁଣି, କେହି କେହି ଏଲିୟ ଦେଖା ଦେଇଅଛନ୍ତି ବୋଲି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ବୋଲି କହୁଥିଲେ । See the chapterପବିତ୍ର ବାଇବଲ (Re-edited) - (BSI)8 ପୁଣି, କେହି କେହି ଏଲୀୟ ଦର୍ଶନ ଦେଇଅଛନ୍ତି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହୋଇଅଛନ୍ତି ବୋଲି କହୁଥିଲେ। See the chapterପବିତ୍ର ବାଇବଲ (CL) NT (BSI)8 ଅନ୍ୟମାନେ ଏଲିୟ ଆବିର୍ଭୂତ ହୋଇଛନ୍ତି ବୋଲି ଏବଂ ଆହୁରି କେତେକ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ଜୀବିତ ହୋଇଛନ୍ତି ବୋଲି କହୁଥିଲେ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 ପୁଣି, କେହି କେହି ଏଲୀୟ ଦେଖା ଦେଇଅଛନ୍ତି ବୋଲି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ବୋଲି କହୁଥିଲେ। See the chapterପବିତ୍ର ବାଇବଲ8 ଆଉ କେତେକ କହୁଥିଲେ, “ଏଲିୟ ଆମ୍ଭ ପାଖରେ ପ୍ରକଟିତ ହୋଇଛନ୍ତି।” ଅନ୍ୟମାନେ ମଧ୍ୟ କହୁଥିଲେ, “ଆଗ କାଳର କୌଣସି ଭବିଷ୍ୟଦ୍ବକ୍ତା ଜୀବନରେ ଉଠିଛନ୍ତି।” See the chapter |