ଲୂକ ଲିଖିତ ସୁସମାଚାର 2:17 - ଓଡିଆ ବାଇବେଲ17 ସେମାନେ ଏହା ଦେଖି ସେହି ଶିଶୁଙ୍କ ବିଷୟରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ, See the chapterପବିତ୍ର ବାଇବଲ (Re-edited) - (BSI)17 ସେମାନେ ଏହା ଦେଖି ସେହି ଶିଶୁଙ୍କ ସମ୍ଵନ୍ଧରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ, See the chapterପବିତ୍ର ବାଇବଲ (CL) NT (BSI)17 ସ୍ୱର୍ଗଦୂତମାନେ ସେହି ଶିଶୁ ସମ୍ବନ୍ଧରେ ଯାହା କହିଥିଲେ, ମେଷପାଳକମାନେ ତାହା ସବୁ ସେମାନଙ୍କୁ ଜଣାଇଲେ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ସେମାନେ ଏହା ଦେଖି ସେହି ଶିଶୁଙ୍କ ବିଷୟରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ, See the chapterପବିତ୍ର ବାଇବଲ17 ମେଷପାଳକମାନେ ଶିଶୁଙ୍କୁ ଦେଖିଲେ। ଏହି ଶିଶୁଙ୍କ ବିଷୟରେ ସ୍ୱର୍ଗଦୂତମାନେ ଯାହା କହିଥିଲେ, ତାହା ସେମାନେ ସମସ୍ତଙ୍କୁ କହିଲେ। See the chapter |