ଏଫିସୀୟ 6:20 - ଓଡିଆ ବାଇବେଲ20 ପୁଣି, ମୁଁ ଯେପରି ତତ୍ ସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି । See the chapterପବିତ୍ର ବାଇବଲ (Re-edited) - (BSI)20 ପୁଣି, ମୁଁ ଯେପରି ତତ୍ସମ୍ଵନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି। See the chapterପବିତ୍ର ବାଇବଲ (CL) NT (BSI)20 ବର୍ତ୍ତମାନ ବନ୍ଦୀ ଅବସ୍ଥାରେ ଥିଲେ ସୁଦ୍ଧା ମୁଁ ସୁସମାଚାର ନିମନ୍ତେ ଏକ ରାଜଦୂତ। ପ୍ରାର୍ଥନା କର, ଯେପରି ମୁଁ ସାହସର ସହିତ ଯଥୋଚିତଭାବେ ସୁସମାଚାର ପ୍ରଚାର କରିପାରିବି। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 ପୁଣି, ମୁଁ ଯେପରି ତତ୍ ସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି। See the chapterପବିତ୍ର ବାଇବଲ20 ମୋର କାମ ହେଉଛି, ସୁସମାଗ୍ଭର ନିମନ୍ତେ କହିବା। ଏବେ ମୁଁ ତାହା ଏହି ବନ୍ଦୀ ଘରେ ମଧ୍ୟ କରୁଅଛି। ମୋ’ ପାଇଁ ପ୍ରାର୍ଥନା କର ଯେ, ଯେପରିକି ମୁଁ ଯେତେବେଳେ ସୁସମାଗ୍ଭର ପ୍ରଗ୍ଭର କରେ, ସେତେବେଳେ ସମ୍ପୂର୍ଣ୍ଣ ନିର୍ଭୟତାର ସହ ତାହା କରିପାରେ। See the chapter |