ପ୍ରେରିତ 22:2 - ଓଡିଆ ବାଇବେଲ2 ସେ ଏବ୍ରୀ ଭାଷାରେ ସେମାନଙ୍କ ନିକଟରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ । See the chapterପବିତ୍ର ବାଇବଲ (Re-edited) - (BSI)2 ସେ ସେମାନଙ୍କ ନିକଟରେ ଏବ୍ରୀ ଭାଷାରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ। See the chapterପବିତ୍ର ବାଇବଲ (CL) NT (BSI)2 ସେମାନଙ୍କ ସହିତ ସେ ହ୍ରିବୁ ଭାଷାରେ କଥା କହିବା ଶୁଣି ସେମାନେ ଆହୁରି ନୀରବ ହେଲେ ଓ ପାଉଲ କହିବାକୁ ଲାଗିଲେ: See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ସେ ଏବ୍ରୀ ଭାଷାରେ ସେମାନଙ୍କ ନିକଟରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ। See the chapterପବିତ୍ର ବାଇବଲ2 ସେମାନେ ପାଉଲଙ୍କୁ ଯିହୂଦୀ ଭାଷାରେ କହିବାର ଶୁଣି ଆହୁରି ଅଧିକ ଶାନ୍ତ ହୋଇଗଲେ। ତା'ପରେ ପାଉଲ କହିଲେ, See the chapter |