2 ଶାମୁୟେଲ 1:9 - ଓଡିଆ ବାଇବେଲ9 ତେବେ ସେ ମୋତେ କହିଲେ, “ବିନୟ କରୁଅଛି, ମୋ’ ଉପରେ ଠିଆ ହୋଇ ମୋତେ ବଧ କର, ମୋତେ ବଡ଼ କଷ୍ଟ ହେଉଅଛି; କାରଣ ଏପର୍ଯ୍ୟନ୍ତ ମୋ’ଠାରେ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି।” See the chapterପବିତ୍ର ବାଇବଲ (Re-edited) - (BSI)9 ତେବେ ସେ ମୋତେ କହିଲେ, ବିନୟ କରୁଅଛି, ମୋʼ ନିକଟରେ ଠିଆ ହୋଇ ମୋତେ ବଧ କର, କାରଣ ମୋତେ ବଡ଼ ଯନ୍ତ୍ରଣା ଆକ୍ରା; କରିଅଛି; ତଥାପି ଏପର୍ଯ୍ୟନ୍ତ ମୋʼଠାରେ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ତେବେ ସେ ମୋତେ କହିଲେ, ‘ବିନୟ କରୁଅଛି, ମୋʼ ଉପରେ ଠିଆ ହୋଇ ମୋତେ ବଧ କର, ମୋତେ ବଡ଼ କଷ୍ଟ ହେଉଅଛି; କାରଣ ଏପର୍ଯ୍ୟନ୍ତ ମୋʼ ଠାରେ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି।’ See the chapterପବିତ୍ର ବାଇବଲ9 ତା'ପରେ ଶାଉଲ କହିଲେ, ‘ତୁମ୍ଭେ ମୋତେ ହତ୍ୟା କର। କାରଣ ମୁଁ ବଡ଼ ଯନ୍ତ୍ରଣା ପାଉଛି। ତଥାପି ମୋ’ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି।’ See the chapter |