ପ୍ରକାଶିତ 7:5 - ପବିତ୍ର ବାଇବଲ5 ଯିହୂଦା ପରିବାରବର୍ଗରୁ 12,000 ରୁବେନ ପରିବାରବର୍ଗରୁ 12,000 ଗାଦ୍ ପରିବାରବର୍ଗରୁ 12,000 See the chapterପବିତ୍ର ବାଇବଲ (Re-edited) - (BSI)5 ଯିହୁଦା ବଂଶରୁ ଦ୍ଵାଦଶ ସହସ୍ର, ରୁବେନ ବଂଶରୁ ଦ୍ଵାଦଶ ସହସ୍ର, ଗାଦ ବଂଶରୁ ଦ୍ଵାଦଶ ସହସ୍ର, See the chapterଓଡିଆ ବାଇବେଲ5 ଯିହୂଦା ବଂଶରୁ ବାର ହଜାର, ରୂବେନ ବଂଶରୁ ବାର ହଜାର, ଗାଦ ବଂଶରୁ ବାର ହଜାର, See the chapterପବିତ୍ର ବାଇବଲ (CL) NT (BSI)5-8 ପ୍ରତ୍ୟେକ ଗୋଷ୍ଠୀରୁ ବାର ହଜାର ହିସାବରେ ସମୁଦାୟ ୧,୪୪,୦୦୦ ଜଣ: ଯିହୁଦା, ରୁବେନ୍, ଗାଦ୍, ଆଶେର୍, ନପ୍ତାଲୀ, ମାନାଶେ, ଶିମିୟୋନ, ଲେବୀ, ଇଷାଖାର, ଜେବୁଲନ, ଯୋଷେଫ, ବେଞ୍ଜାମିନ୍। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ଯିହୂଦା ବଂଶରୁ ବାର ହଜାର, ରୂବେନ ବଂଶରୁ ବାର ହଜାର, ଗାଦ ବଂଶରୁ ବାର ହଜାର, See the chapter |