ପ୍ରକାଶିତ 2:6 - ପବିତ୍ର ବାଇବଲ6 ତୁମ୍ଭେ କେତେକ ଉତ୍ତମ କାର୍ଯ୍ୟ କରୁଛି। ତୁମ୍ଭେ ନିକଲାୟତୀୟମାନଙ୍କର କାର୍ଯ୍ୟ କଳାପକୁ ଘୃଣା କର। ମୁଁ ମଧ୍ୟ ସେମାନଙ୍କର କାର୍ଯ୍ୟକୁ ଘୃଣା କରେ। See the chapterପବିତ୍ର ବାଇବଲ (Re-edited) - (BSI)6 ହେଲେ, ତୁମ୍ଭର ଏହି ସଦ୍ଗୁଣ ଅଛି ଯେ, ଆମ୍ଭେ ନୀକଲାୟତୀୟମାନଙ୍କର ଯେଉଁ ସବୁ କର୍ମ ଘୃଣା କରୁ, ତୁମ୍ଭେ ମଧ୍ୟ ସେହିସବୁ ଘୃଣା କରୁଅଛ। See the chapterଓଡିଆ ବାଇବେଲ6 ହେଲେ, ତୁମ୍ଭର ଏହି ସଦ୍ଗୁଣ ଅଛି ଯେ, ଆମ୍ଭେ ନୀକଲାତୀୟମାନଙ୍କର ଯେଉଁ ସବୁ କର୍ମ ଘୃଣା କରୁ, ତୁମ୍ଭେ ମଧ୍ୟ ସେହି ସବୁ ଘୃଣା କରୁଅଛ । See the chapterପବିତ୍ର ବାଇବଲ (CL) NT (BSI)6 ମାତ୍ର ତୁମ ସପକ୍ଷରେ ଗୋଟିଏ ବିଷୟ ଅଛି। ତାହା ହେଉଛି, ମୋ’ ପରି ତୁମ୍ଭେମାନେ ମଧ୍ୟ ନିକଲାଇତୀୟମାନଙ୍କର କାର୍ଯ୍ୟକଳାପକୁ ଘୃଣା କରୁଛ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ହେଲେ, ତୁମ୍ଭର ଏହି ସଦ୍ଗୁଣ ଅଛି ଯେ, ଆମ୍ଭେ ନୀକଲାତୀୟମାନଙ୍କର ଯେଉଁ ସବୁ କର୍ମ ଘୃଣା କରୁ, ତୁମ୍ଭେ ମଧ୍ୟ ସେହିସବୁ ଘୃଣା କରୁଅଛ। See the chapter |