ଗୀତସଂହିତା 38:6 - ପବିତ୍ର ବାଇବଲ6 ମୁଁ ଆଜି ନଇଁ ଯାଇଛି। ଭାଙ୍ଗି ପଡ଼ିଛି, ସାରାଦିନ ମୁଁ ବ୍ୟଥିତ ହୋଇଛି। See the chapterପବିତ୍ର ବାଇବଲ (Re-edited) - (BSI)6 ମୁଁ ବ୍ୟଥିତ ଓ ଅତ୍ୟ; ଅବନତ ହୋଇଅଛି। ମୁଁ ଦିନଯାକ ଶୋକ କରି ବୁଲୁଥାଏ। See the chapterଓଡିଆ ବାଇବେଲ6 ମୁଁ ବ୍ୟଥିତ ଓ ଅତ୍ୟନ୍ତ ଅବନତ ହୋଇଅଛି। ମୁଁ ସାରାଦିନ ଶୋକ କରି ବୁଲୁଥାଏ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ମୁଁ ବ୍ୟଥିତ ଓ ଅତ୍ୟନ୍ତ ଅବନତ ହୋଇଅଛି। ମୁଁ ସାରାଦିନ ଶୋକ କରି ବୁଲୁଥାଏ। See the chapter |