ଗୀତସଂହିତା 35:2 - ପବିତ୍ର ବାଇବଲ2 ସଦାପ୍ରଭୁ, ତୁମ୍ଭେ ଢାଲ ଓ ସାଞ୍ଜୁ ଉଠାଅ। ଜାଗ୍ରତ ହୁଅ, ମୋର ସହାୟ ହୁଅ। See the chapterପବିତ୍ର ବାଇବଲ (Re-edited) - (BSI)2 ଢାଲ ଓ ଫଳକ ଧାରଣ କର ଓ ମୋର ସାହାଯ୍ୟ ନିମନ୍ତେ ଠିଆ ହୁଅ। See the chapterଓଡିଆ ବାଇବେଲ2 ଢାଲ ଓ ଫଳକ ଧାରଣ କର ଓ ମୋର ସାହାଯ୍ୟ ନିମନ୍ତେ ଠିଆ ହୁଅ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ଢାଲ ଓ ଫଳକ ଧାରଣ କର ଓ ମୋର ସାହାଯ୍ୟ ନିମନ୍ତେ ଠିଆ ହୁଅ। See the chapter |