ହିତୋପଦେଶ 31:26 - ପବିତ୍ର ବାଇବଲ26 ସେ ଜ୍ଞାନପୂର୍ଣ୍ଣ କଥା କହେ। ସେ ଲୋକମାନଙ୍କୁ ଦୟା ଓ କରୁଣା ଶିକ୍ଷା ଦିଏ। See the chapterପବିତ୍ର ବାଇବଲ (Re-edited) - (BSI)26 ସେ ଜ୍ଞାନରେ ଆପଣା ମୁଖ ଫିଟାଏ; ତାହାର ଜିହ୍ଵାରେ ଦୟାର ବ୍ୟବସ୍ଥା ଥାଏ। See the chapterଓଡିଆ ବାଇବେଲ26 ସେ ଜ୍ଞାନରେ ଆପଣା ମୁଖ ଫିଟାଏ; ତାହାର ଜିହ୍ୱାରେ ଦୟାର ବ୍ୟବସ୍ଥା ଥାଏ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ସେ ଜ୍ଞାନରେ ଆପଣା ମୁଖ ଫିଟାଏ; ତାହାର ଜିହ୍ୱାରେ ଦୟାର ବ୍ୟବସ୍ଥା ଥାଏ। See the chapter |