ହିତୋପଦେଶ 30:1 - ପବିତ୍ର ବାଇବଲ1 ଏଗୁଡ଼ିକ ହେଉଛି ଯାକିର ପୁତ୍ର ଆଗୁରର ଜ୍ଞାନପୂର୍ଣ୍ଣ କଥା। ଏହା ହେଉଛି ଇଥୀୟେଲ ଓ ଉକଲଙ୍କ ପାଇଁ ବାର୍ତ୍ତା। See the chapterପବିତ୍ର ବାଇବଲ (Re-edited) - (BSI)1 ଯାକିର ପୁତ୍ର ଆଗୁରର କଥା : ଅର୍ଥ ଭାରୋକ୍ତି। ସେ ମନୁଷ୍ୟ ଈଥୀୟେଲକୁ, ଅର୍ଥାତ୍, ଈଥୀୟେଲ ଓ ଉଲକକୁ କହେ : See the chapterଓଡିଆ ବାଇବେଲ1 ଯାକିର ପୁତ୍ର ଆଗୁରର କଥା : ଅର୍ଥ ଭାରୋକ୍ତି। ସେ ମନୁଷ୍ୟ ଈଥୀୟେଲକୁ, ଅର୍ଥାତ୍, ଈଥୀୟେଲ ଓ ଉକଲକୁ କହେ : See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ଯାକିର ପୁତ୍ର ଆଗୁରର କଥା: ଅର୍ଥ ଭାରୋକ୍ତି। ସେ ମନୁଷ୍ୟ ଈଥୀୟେଲକୁ, ଅର୍ଥାତ୍, ଈଥୀୟେଲ ଓ ଉକଲକୁ କହେ: See the chapter |