ହିତୋପଦେଶ 24:24 - ପବିତ୍ର ବାଇବଲ24 ସେହି ଧାର୍ମିକ ଯିଏ ଏକ ଦୋଷୀ ମନୁଷ୍ୟକୁ କହେ, ‘ତୁମ୍ଭେ ନିରୀହ ଅଟ,’ ଲୋକମାନେ ତାଙ୍କୁ ଅଭିଶାପ ଦେବେ। ଏପରିକି ଅନ୍ୟ ଗୋଷ୍ଠୀୟମାନେ ନିନ୍ଦା କରିବେ। See the chapterପବିତ୍ର ବାଇବଲ (Re-edited) - (BSI)24 ଦୁଷ୍ଟକୁ ଯେ କହେ, ତୁମ୍ଭେ ଧାର୍ମିକ, ତାହାକୁ ଲୋକେ ଶାପ ଦେବେ, ଗୋଷ୍ଠୀୟମାନେ ତାହାକୁ ଘୃଣା କରିବେ। See the chapterଓଡିଆ ବାଇବେଲ24 ଦୁଷ୍ଟକୁ ଯେ କହେ, ତୁମ୍ଭେ ଧାର୍ମିକ, ତାହାକୁ ଲୋକେ ଅଭିଶାପ ଦେବେ, ଗୋଷ୍ଠୀୟମାନେ ତାହାକୁ ଘୃଣା କରିବେ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT24 ଦୁଷ୍ଟକୁ ଯେ କହେ, ତୁମ୍ଭେ ଧାର୍ମିକ, ତାହାକୁ ଲୋକେ ଅଭିଶାପ ଦେବେ, ଗୋଷ୍ଠୀୟମାନେ ତାହାକୁ ଘୃଣା କରିବେ। See the chapter |