ଗଣନା ପୁସ୍ତକ 25:3 - ପବିତ୍ର ବାଇବଲ3 ଇସ୍ରାଏଲ ନିଜକୁ ବାଲପୟୋରଙ୍କ ସହିତ ଯୋଗ ଦେଇଥିଲେ। ଏଣୁ ସଦାପ୍ରଭୁ ଇସ୍ରାଏଲ ସହିତ ବହୁତ କ୍ରୋଧ କଲେ। See the chapterପବିତ୍ର ବାଇବଲ (Re-edited) - (BSI)3 ଆଉ ଇସ୍ରାଏଲ ଆପେ ବାଲପିୟୋର ପ୍ରତି ଆସକ୍ତ ହେଲେ; ଏଣୁ ସଦାପ୍ରଭୁଙ୍କର କ୍ରୋଧ ଇସ୍ରାଏଲର ପ୍ରତିକୂଳରେ ପ୍ରଜ୍ଵଳିତ ହେଲା। See the chapterଓଡିଆ ବାଇବେଲ3 ଆଉ ଇସ୍ରାଏଲ ଆପେ ବାଲ୍-ପିୟୋର ପ୍ରତି ଆସକ୍ତ ହେଲେ; ଏଣୁ ସଦାପ୍ରଭୁଙ୍କର କ୍ରୋଧ ଇସ୍ରାଏଲର ପ୍ରତିକୂଳରେ ପ୍ରଜ୍ୱଳିତ ହେଲା। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ଆଉ ଇସ୍ରାଏଲ ଆପେ ବାଲ୍-ପିୟୋର ପ୍ରତି ଆସକ୍ତ ହେଲେ; ଏଣୁ ସଦାପ୍ରଭୁଙ୍କର କ୍ରୋଧ ଇସ୍ରାଏଲର ପ୍ରତିକୂଳରେ ପ୍ରଜ୍ୱଳିତ ହେଲା। See the chapter |