ଗଣନା ପୁସ୍ତକ 18:22 - ପବିତ୍ର ବାଇବଲ22 ମାତ୍ର ଇସ୍ରାଏଲର ଅନ୍ୟମାନେ ସମାଗମ-ତମ୍ବୁ ନିକଟକୁ ଆସିବେ ନାହିଁ। ସେମାନେ ଆସିଲେ ମରିବେ। See the chapterପବିତ୍ର ବାଇବଲ (Re-edited) - (BSI)22 ଆଉ ଇସ୍ରାଏଲ-ସନ୍ତାନଗଣ ପାପ ବହି ଯେପରି ନ ମରନ୍ତି, ଏଥିପାଇଁ,ଏହି ସମୟଠାରୁ ସେମାନେ ସମାଗମ-ତମ୍ଵୁ ନିକଟକୁ ଆସିବେ ନାହିଁ। See the chapterଓଡିଆ ବାଇବେଲ22 ଆଉ ଇସ୍ରାଏଲ-ସନ୍ତାନଗଣଙ୍କ ପାପ ବୋହି ଯେପରି ନ ମରନ୍ତି, ଏଥିପାଇଁ, ଏହି ସମୟଠାରୁ ସେମାନେ ସମାଗମ-ତମ୍ବୁ ନିକଟକୁ ଆସିବେ ନାହିଁ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT22 ଆଉ ଇସ୍ରାଏଲ-ସନ୍ତାନଗଣଙ୍କ ପାପ ବୋହି ଯେପରି ନ ମରନ୍ତି, ଏଥିପାଇଁ, ଏହି ସମୟଠାରୁ ସେମାନେ ସମାଗମ-ତମ୍ବୁ ନିକଟକୁ ଆସିବେ ନାହିଁ। See the chapter |