ମାର୍କ 8:9 - ପବିତ୍ର ବାଇବଲ9 ସେଠାରେ ପ୍ରାୟ କେବଳ ଗ୍ଭରି ହଜାର ପୁରୁଷ ଖାଇଥିଲେ। ସେମାନେ ଖାଇଲା ପରେ ଯୀଶୁ ସେମାନଙ୍କୁ ବିଦାୟ କରିଦେଲେ। See the chapterପବିତ୍ର ବାଇବଲ (Re-edited) - (BSI)9 ସେମାନେ ପ୍ରାୟ ଚାରିହଜାର ଲୋକ ଥିଲେ। See the chapterଓଡିଆ ବାଇବେଲ9 ସେମାନେ ପ୍ରାୟ ଚାରି ହଜାର ଲୋକ ଥିଲେ । See the chapterପବିତ୍ର ବାଇବଲ (CL) NT (BSI)9 ଚାରିହଜାର ଲୋକ ଏହି ଖାଦ୍ୟ ଖାଇଥିଲେ ଏବଂ ବଳି ପଡ଼ିଥିବା ରୋଟୀ ଖଣ୍ଡଗୁଡ଼ିକୁ ଶିଷ୍ୟମାନେ ଗୋଟାଇ ସାତୋଟି ଝୁଡ଼ି ପୂର୍ଣ୍ଣ କଲେ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ସେମାନେ ପ୍ରାୟ ଚାରି ହଜାର ଲୋକ ଥିଲେ। See the chapter |