ମାଥିଉ 8:7 - ପବିତ୍ର ବାଇବଲ7 ତା'ପରେ ଯୀଶୁ ତାହାଙ୍କୁ କହିଲେ, “ମୁଁ ଯାଇ ତାହାକୁ ଭଲ କରିଦେବି।” See the chapterପବିତ୍ର ବାଇବଲ (Re-edited) - (BSI)7 ଯୀଶୁ ତାହାକୁ କହିଲେ, ମୁଁ ଯାଇ ତାହାକୁ ଆରୋଗ୍ୟ କରିବି। See the chapterଓଡିଆ ବାଇବେଲ7 ସେ ତାହାକୁ କହିଲେ, ମୁଁ ଯାଇ ତାହାକୁ ସୁସ୍ଥ କରିବି । See the chapterପବିତ୍ର ବାଇବଲ (CL) NT (BSI)7 ଯୀଶୁ କହିଲେ, “ମୁଁ ଆସି ତାକୁ ସୁସ୍ଥ କରିବ।” See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ସେ ତାହାକୁ କହିଲେ, “ମୁଁ ଯାଇ ତାହାକୁ ସୁସ୍ଥ କରିବି।” See the chapter |