ମାଥିଉ 8:5 - ପବିତ୍ର ବାଇବଲ5 ତା'ପରେ ଯୀଶୁ କଫର୍ନାହୂମକୁ ଗଲେ। ନଗର ଭିତରେ ପ୍ରବେଶ କଲାବେଳେ ଜଣେ ରୋମୀୟ ସେନାପତି ତାହାଙ୍କ ପାଖକୁ ଆସିଲେ। See the chapterପବିତ୍ର ବାଇବଲ (Re-edited) - (BSI)5 ଯୀଶୁ କଫର୍ନାହୂମରେ ପ୍ରବେଶ କରନ୍ତେ, ଜଣେ ଶତସେନାପତି ତାହାଙ୍କ ନିକଟକୁ ଆସି ବିନତି କରି କହିଲେ, See the chapterଓଡିଆ ବାଇବେଲ5 ଯୀଶୁ କଫର୍ନାହୂମରେ ପ୍ରବେଶ କରନ୍ତେ ଜଣେ ଶତସେନାପତି ତାହାଙ୍କ ପାଖକୁ ଆସି ବିନତି କରି କହିଲେ, See the chapterପବିତ୍ର ବାଇବଲ (CL) NT (BSI)5 ଯୀଶୁ କର୍ପର୍ନାହୂମ ସହରରେ ପ୍ରବେଶ କରିବା ମାତ୍ର ଜଣେ ରୋମୀୟ ସେନାପତି ତାଙ୍କୁ ଭେଟି ଅନୁନୟ କରି କହିଲା, See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ଯୀଶୁ କଫର୍ନାହୂମ ନଗରରେ ପ୍ରବେଶ କରନ୍ତେ ଜଣେ ଶତ-ସେନାପତି ତାହାଙ୍କ ପାଖକୁ ଆସି ବିନତି କରି କହିଲେ, See the chapter |