ମାଥିଉ 8:32 - ପବିତ୍ର ବାଇବଲ32 ଯୀଶୁ ସେମାନଙ୍କୁ କହିଲେ, “ଯାଅ!” ତେଣୁ ଭୂତମାନେ ମଣିଷଙ୍କ ଦେହରୁ ବାହାରି ଘୁଷୁରିମାନଙ୍କ ଦେହକୁ ଗ୍ଭଲିଗଲେ। ତା'ପରେ ସେହି ଘୁଷୁରିପଲ ତୀଖ ପାହାଡ଼ରୁ ତଳକୁ ଗଡ଼ିଯାଇ ଶେଷରେ ହ୍ରଦରେ ବୁଡ଼ିଗଲେ। See the chapterପବିତ୍ର ବାଇବଲ (Re-edited) - (BSI)32 ଯୀଶୁ ସେମାନଙ୍କୁ କହିଲେ, ଯାଅ। ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ; ଆଉ ଦେଖ, ପଲଯାକ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ। See the chapterଓଡିଆ ବାଇବେଲ32 ଯୀଶୁ ସେମାନଙ୍କୁ କହିଲେ, ଯାଅ । ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ; ଆଉ ଦେଖ, ପଲଯାକ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ । See the chapterପବିତ୍ର ବାଇବଲ (CL) NT (BSI)32 ଯୀଶୁ କହିଲେ, ‘ଯାଅ’। ଭୂତମାନେ ସଙ୍ଗେ ଦଙ୍ଗେ ମଣିଶକୁ ଛାଡ଼ିଦେଇ ଘୁଷୁରି ପଲ ଭିତରେ ପଶିଲେ। ଘୁଷୁରି ପଲ ଦୌଡ଼ି ପଳାଇଲେ ଏବଂ ପାହାଡ଼ ଧାରରୁ ତଳକୁ ଖସି ଯାଇ ହ୍ରଦରେ ପଡ଼ି ମଲେ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT32 ଯୀଶୁ ସେମାନଙ୍କୁ କହିଲେ, “ଯାଅ।” ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ; ଆଉ ଦେଖ, ଘୁଷୁରିପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ। See the chapter |