Online Bible

- Advertisements -




ମାଥିଉ 8:25 - ପବିତ୍ର ବାଇବଲ

25 ଶିଷ୍ୟମାନେ ଯୀଶୁଙ୍କ ପାଖରେ ଥିଲେ। ସେମାନେ ଯୀଶୁଙ୍କୁ ଉଠାଇଲେ। ସେମାନେ କହିଲେ, “ପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର। ଆମ୍ଭେ ବର୍ତ୍ତମାନ ବୁଡ଼ି ମରିଯିବା ଉପରେ।”

See the chapter Copy

ପବିତ୍ର ବାଇବଲ (Re-edited) - (BSI)

25 ଆଉ, ସେମାନେ ନିକଟକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ।

See the chapter Copy

ଓଡିଆ ବାଇବେଲ

25 ଆଉ ସେମାନେ ପାଖକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ ।

See the chapter Copy

ପବିତ୍ର ବାଇବଲ (CL) NT (BSI)

25 ଶିଷ୍ୟମାନେ ତାଙ୍କୁ ଉଠାଇ କହିଲେ, “ପ୍ରଭୁ, ଆମକୁ ରକ୍ଷା କରନ୍ତୁ। ନ ହେଲେ ଆମେ ବୁଡ଼ି ମରିଯିବୁ।”

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ଆଉ ସେମାନେ ପାଖକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ।

See the chapter Copy




ମାଥିଉ 8:25

Follow us:

Advertisements


Advertisements