ମାଥିଉ 8:15 - ପବିତ୍ର ବାଇବଲ15 ଯୀଶୁ ତାହାଙ୍କୁ ଛୁଇଁଦେଲେ, ଓ ତାହାଙ୍କର ଜ୍ୱର ଛାଡ଼ିଗଲା। ତା'ପରେ ସେ ଉଠି ଯୀଶୁଙ୍କ ସେବା କରିବାକୁ ଲାଗିଲେ। See the chapterପବିତ୍ର ବାଇବଲ (Re-edited) - (BSI)15 ସେଥିରେ ସେ ତାହାଙ୍କ ହସ୍ତ ସ୍ପର୍ଶ କଲେ, ଆଉ ତାହାଙ୍କୁ ଜ୍ଵର ଛାଡ଼ିଗଲା, ପୁଣି ସେ ଉଠି ତାହାଙ୍କର ସେବା କରିବାକୁ ଲାଗିଲେ। See the chapterଓଡିଆ ବାଇବେଲ15 ସେଥିରେ ସେ ତାହାଙ୍କର ହସ୍ତ ସ୍ପର୍ଶ କଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ଉଠି ତାହାଙ୍କର ସେବା କରିବାକୁ ଲାଗିଲେ । See the chapterପବିତ୍ର ବାଇବଲ (CL) NT (BSI)15 ଯୀଶୁ ତାଙ୍କ ହାତକୁ ସ୍ପର୍ଶ କରିବା ମାତ୍ରେ ଜ୍ୱର ଛାଡ଼ିଗଲା ଓ ସେ ଉଠିପଡ଼ି ଯୀଶୁଙ୍କର ସେବା କରିବାକୁ ଲଶଗିଲେ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 ସେଥିରେ ସେ ତାହାଙ୍କର ହସ୍ତ ସ୍ପର୍ଶ କଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ଉଠି ତାହାଙ୍କର ସେବା କରିବାକୁ ଲାଗିଲେ। See the chapter |