ମାଥିଉ 7:27 - ପବିତ୍ର ବାଇବଲ27 ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦେଲା ଏବଂ ସେହି ଘରଟି ପୁରାପୂରି ଭାଙ୍ଗି ପଡ଼ିଲା।” See the chapterପବିତ୍ର ବାଇବଲ (Re-edited) - (BSI)27 ବୃଷ୍ଟି ହେଲା, ବଢ଼ି ଆସିଲା, ପୁଣି ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଗଲା, ପୁଣି ତାହାର ପତନ ଭୟଙ୍କର ହେଲା। See the chapterଓଡିଆ ବାଇବେଲ27 ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଗଲା, ପୁଣି, ତାହାର ପତନ ଭୟଙ୍କର ହେଲା । See the chapterପବିତ୍ର ବାଇବଲ (CL) NT (BSI)27 ଘୋର ବର୍ଷା ହେଲା, ନଦୀ ପାଣି କୂଳ ଟପିଲା। ଜୋରରେ ପବନ ବହିଲା ଓ ଘରଟି ଭୂମିସାତ୍ ହେଲା। ଉକ୍ତ ପତନ କେଡ଼େ ଭୟଙ୍କର ସତେ।” See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଗଲା, ପୁଣି, ତାହାର ପତନ ଭୟଙ୍କର ହେଲା।” See the chapter |