ମାଥିଉ 7:10 - ପବିତ୍ର ବାଇବଲ10 ପୁଅ ମାଛଟିଏ ମାଗିଲେ, ତୁମ୍ଭେ କ’ଣ ତାକୁ ସାପଟିଏ ଦେବ? ନା! ତୁମ୍ଭେ ଦେବ ନାହିଁ? See the chapterପବିତ୍ର ବାଇବଲ (Re-edited) - (BSI)10 କିଅବା ମାଛ ମାଗିଲେ ତାହାକୁ ସାପ ଦେବ? See the chapterଓଡିଆ ବାଇବେଲ10 କିଅବା ମାଛ ମାଗିଲେ ତାହାକୁ ସାପ ଦେବ ? See the chapterପବିତ୍ର ବାଇବଲ (CL) NT (BSI)10 କିମ୍ବା ସେ ମାଛ ମାଗିଲେ ତାକୁ କଣ ସାପ ଦେବ? See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 କିଅବା ମାଛ ମାଗିଲେ ତାହାକୁ ସର୍ପ ଦେବ? See the chapter |