Online Bible

- Advertisements -




ମାଥିଉ 5:31 - ପବିତ୍ର ବାଇବଲ

31 “ଏ କଥା ମଧ୍ୟ କୁହାଯାଇଛି ଯେ, ‘ଯେଉଁ ଲୋକ ତା'ର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତା’ ପତ୍ନୀକୁ ଛାଡ଼ପତ୍ର ପାଇଁ ଲିଖିତ ରୂପରେ ଗୋଟିଏ ସୂଚନା ଦେବ।’

See the chapter Copy

ପବିତ୍ର ବାଇବଲ (Re-edited) - (BSI)

31 ଆହୁରି ଉକ୍ତ ଅଛି, ଯେକେହି ଆପଣା ସ୍ତ୍ରୀକି ପରିତ୍ୟାଗ କରେ, ସେ ତାହାକୁ ତ୍ୟାଗପତ୍ର ଦେଉ।

See the chapter Copy

ଓଡିଆ ବାଇବେଲ

31 ଆହୁରି ଉକ୍ତ ଅଛି, ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରେ, ସେ ତାହାକୁ ଛାଡ଼ପତ୍ର ଦେଉ ।

See the chapter Copy

ପବିତ୍ର ବାଇବଲ (CL) NT (BSI)

31 “‘ଯଦି କେହି ନିଜ ସ୍ତ୍ରୀକୁ ପରିତ୍ୟାଗ କରିବାକୁ ଚାହେଁ, ସେ ତାକୁ ଲିଖିତ ଆକାରରେ ଗୋଟିଏ ଛାଡ଼ପତ୍ର ଦେଉ’ ଏ ଶିକ୍ଷା ତୁମ୍ଭେମାନେ ଆଗରୁ ପାଇଛ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

31 ଆହୁରି ଉକ୍ତ ଅଛି, ‘ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରେ, ସେ ତାହାକୁ ଛାଡ଼ପତ୍ର ଦେଉ।’

See the chapter Copy




ମାଥିଉ 5:31

Follow us:

Advertisements


Advertisements