ମାଥିଉ 25:7 - ପବିତ୍ର ବାଇବଲ7 “ଏ କଥା ଶୁଣି ସବୁ ଝିଅଯାକ ଉଠି ପଡ଼ିଲେ ନିଜ ନିଜ ଦୀପ ସଜାଡ଼ିବାକୁ ଲାଗିଲେ। See the chapterପବିତ୍ର ବାଇବଲ (Re-edited) - (BSI)7 ସେତେବେଳେ ସେହି କନ୍ୟାସମସ୍ତେ ଉଠି ଆପଣା ଆପଣା ପ୍ରଦୀପ ସଜାଡ଼ିଲେ। See the chapterଓଡିଆ ବାଇବେଲ7 ସେତେବେଳେ ସେହି କନ୍ୟାସମସ୍ତେ ଉଠି ଆପଣା ପ୍ରଦୀପ ସଜାଡ଼ିଲେ । See the chapterପବିତ୍ର ବାଇବଲ (CL) NT (BSI)7 କୁମାରୀମାନେ ଉଠିପଡ଼ି ନିଜ ନିଜ ଦୀପ ସଜାଡ଼ିଲେ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ସେତେବେଳେ କନ୍ୟାସମସ୍ତେ ଉଠି ଆପଣା ପ୍ରଦୀପ ସଜାଡ଼ିଲେ। See the chapter |