ମାଥିଉ 22:9 - ପବିତ୍ର ବାଇବଲ9 ତେଣୁ ତୁମ୍ଭେମାନେ ନଗର ରାସ୍ତାକୁ ଯାଅ। ଯାହାକୁ ଦେଖିବ ତାକୁ ବିବାହ ଭୋଜିକୁ ଡାକିଆଣ।’ See the chapterପବିତ୍ର ବାଇବଲ (Re-edited) - (BSI)9 ଏଣୁ ତୁମ୍ଭେମାନେ ରାଜଦାଣ୍ତଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର। See the chapterଓଡିଆ ବାଇବେଲ9 ଏଣୁ ତୁମ୍ଭେମାନେ ରାଜଦାଣ୍ଡଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର । See the chapterପବିତ୍ର ବାଇବଲ (CL) NT (BSI)9 “‘ଏବେ ପ୍ରଧାନ ପ୍ରଧାନ ସାହିମାନଙ୍କୁ ଯାଇ ଯେତେ ଲୋକଙ୍କୁ ପାଇବ, ସମସ୍ତଙ୍କୁ ଆମ ଭୋଜିକୁ ନିମନ୍ତ୍ରଣ କରି ଆଣ।’ See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ଏଣୁ ତୁମ୍ଭେମାନେ ରାଜଦାଣ୍ଡଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର। See the chapter |