ମାଥିଉ 22:34 - ପବିତ୍ର ବାଇବଲ34 ଫାରୂଶୀମାନେ ଶୁଣିଲେ ଯେ ଯୀଶୁଙ୍କ ଉତ୍ତରରେ ସାଦ୍ଦୂକୀମାନେ ଚୁପ୍ ହୋଇଗଲେ। ତା'ପରେ ସେମାନେ ସମସ୍ତେ ଏକାଠି ହେଲେ। See the chapterପବିତ୍ର ବାଇବଲ (Re-edited) - (BSI)34 ସେ ସାଦ୍ଦୂକୀମାନଙ୍କୁ ନିରୁତ୍ତର କରିଅଛନ୍ତି, ଏହା ଶୁଣି ଫାରୂଶୀମାନେ ଏକତ୍ର ହେଲେ, See the chapterଓଡିଆ ବାଇବେଲ34 ସେ ସାଦ୍ଦୂକୀମାନଙ୍କୁ ନିରୁତ୍ତର କରିଅଛନ୍ତି, ଏହା ଶୁଣି ଫାରୂଶୀମାନେ ଏକତ୍ର ହେଲେ, See the chapterପବିତ୍ର ବାଇବଲ (CL) NT (BSI)34 ଯେତେବେଳେ ଫାରୁଶୀମାନେ ଶୁଣିଲେ ଯେ ଯୀଶୁ ସାଦ୍ଦୁକୀମାନଙ୍କୁ ନିରୁତ୍ତର କରି ଦେଇଛନ୍ତି, ସେମାନେ ଏକାଠି ହୋଇ ଯୀଶୁଙ୍କ ପାଖକୁ ଆସିଲେ See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT34 ସେ ସାଦ୍ଦୂକୀମାନଙ୍କୁ ନିରୁତ୍ତର କରିଅଛନ୍ତି, ଏହା ଶୁଣି ଫାରୂଶୀମାନେ ଏକତ୍ର ହେଲେ, See the chapter |