Online Bible

- Advertisements -




ମାଥିଉ 22:28 - ପବିତ୍ର ବାଇବଲ

28 କିନ୍ତୁ ସମସ୍ତ ସାତ ଭାଇ ତାହାକୁ ବିବାହ କରିଥିଲେ। ତେବେ କୁହନ୍ତୁ, ପୁନରୁ‌ତ୍‌ଥାନ ପରେ ସେ କାହାର ସ୍ତ୍ରୀ ହେବ?”

See the chapter Copy

ପବିତ୍ର ବାଇବଲ (Re-edited) - (BSI)

28 ତେବେ ପୁନରୁତ୍ଥାନରେ ସେହି ସାତ ଜଣଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସମସ୍ତେ ତ ତାହାକୁ ବିବାହ କରିଥିଲେ।

See the chapter Copy

ଓଡିଆ ବାଇବେଲ

28 ତେବେ ପୁନରୁତ୍ଥାନରେ ସେହି ସାତ ଜଣଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ ? ସମସ୍ତେ ତ ତାହାକୁ ବିବାହ କରିଥିଲେ ।

See the chapter Copy

ପବିତ୍ର ବାଇବଲ (CL) NT (BSI)

28 ଯେଉଁ ଦିନ ମୃତ ବ୍ୟକ୍ତିମାନଙ୍କର ପୁନରୁତ୍ଥାନ ହେବ, ଏହି ସ୍ତ୍ରୀ ଲୋକଟି କାହାର ପତ୍ନୀ ବୋଲି ବିବେଚିତ ହେବ? ସମସ୍ତେ ତ ତାକୁ ବିବାହ କରିଥିଲେ।”

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 ତେବେ ପୁନରୁତ୍ଥାନରେ ସେହି ସାତ ଜଣଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସମସ୍ତେ ତ ତାହାକୁ ବିବାହ କରିଥିଲେ।

See the chapter Copy




ମାଥିଉ 22:28

Follow us:

Advertisements


Advertisements