ମାଥିଉ 2:3 - ପବିତ୍ର ବାଇବଲ3 ରାଜା ହେରୋଦ ଯିହୂଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ, ସେଥିପାଇଁ ସେ ଉଦ୍ବିଗ୍ନ ହେଲେ। ଯିରୁଶାଲମର ସବୁ ଲୋକ ମଧ୍ୟ ଚିନ୍ତିତ ହୋଇ ପଡ଼ିଲେ। See the chapterପବିତ୍ର ବାଇବଲ (Re-edited) - (BSI)3 ଏହା ଶୁଣି ହେରୋଦ ରାଜା ଓ ତାଙ୍କ ସହିତ ସମୁଦାୟ ଯିରୂଶାଲମ ନିବାସୀ ଉଦ୍ବିଗ୍ନ ହେଲେ; See the chapterଓଡିଆ ବାଇବେଲ3 ଏହା ଶୁଣି ହେରୋଦ ରାଜା ଓ ତାହାଙ୍କ ସହିତ ସମସ୍ତ ଯିରୂଶାଲମ ନିବାସୀ ଉଦ୍ବିଗ୍ନ ହେଲେ; See the chapterପବିତ୍ର ବାଇବଲ (CL) NT (BSI)3 ସେମାନଙ୍କର ଏହି କଥା ଶୁଣି ରାଜା ହେରୋଦ ଓ ଯିରୂଶାଲମର ସର୍ବସାଧାରଣ ବଡ଼ ବିଚଳିତ ହୋଇ ପଡ଼ିଲେ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ଏହା ଶୁଣି ହେରୋଦ ରାଜା ଓ ତାହାଙ୍କ ସହିତ ସମସ୍ତ ଯିରୂଶାଲମ ନିବାସୀ ଉଦ୍ବିଗ୍ନ ହେଲେ; See the chapter |