Online Bible

- Advertisements -




ମାଥିଉ 2:17 - ପବିତ୍ର ବାଇବଲ

17 ଏହିଭଳି ଭାବରେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିରିମିୟଙ୍କ ମାଧ୍ୟମରେ କୁହାଯାଇଥିବା ପ୍ରଭୁଙ୍କ ବାକ୍ୟ ସଫଳ ହେଲା:

See the chapter Copy

ପବିତ୍ର ବାଇବଲ (Re-edited) - (BSI)

17 ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ଵାରା ଉକ୍ତ ଏହି ବାକ୍ୟ ସଫଳ ହେଲା,

See the chapter Copy

ଓଡିଆ ବାଇବେଲ

17 ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା,

See the chapter Copy

ପବିତ୍ର ବାଇବଲ (CL) NT (BSI)

17 ଏଥିଦ୍ୱାରା ଭାବବାଦୀ ଯିରିମିୟଙ୍କ ଗୋଟିଏ ଭବିଷ୍ୟବାଣୀ ସଫଳ ହେଲା। ସେ ଲେଖିଥିଲେ,

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା,

See the chapter Copy




ମାଥିଉ 2:17

Follow us:

Advertisements


Advertisements