ମାଥିଉ 2:14 - ପବିତ୍ର ବାଇବଲ14 ତେଣୁ ଯୋଷେଫ ଉଠିଲେ, ସେ ଶିଶୁ ଓ ତା’ ମାଙ୍କୁ ଧରି ମିଶର ଦେଶକୁ ଯିବା ପାଇଁ ରାତିରେ ବାହାରି ପଡ଼ିଲେ। See the chapterପବିତ୍ର ବାଇବଲ (Re-edited) - (BSI)14 ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଇଗଲେ, See the chapterଓଡିଆ ବାଇବେଲ14 ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିସରକୁ ପଳାଇଗଲେ, See the chapterପବିତ୍ର ବାଇବଲ (CL) NT (BSI)14 ଯୋସେଫ ସଙ୍ଗେ ସଙ୍ଗେ ଉଠି ଶିଶୁ ଓ ତାଙ୍କ ମାତାଙ୍କୁ ନେଇ ରାତାରାତି ମିସର ଅଭିମୁଖେ ଯାତ୍ରା କଲେ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ମିସରକୁ ପଳାଇଗଲେ, See the chapter |