Online Bible

- Advertisements -




ମାଥିଉ 15:5 - ପବିତ୍ର ବାଇବଲ

5 କିନ୍ତୁ ତୁମ୍ଭେ ଯେଉଁଭଳି ଶିକ୍ଷା ଦେଉଛ, ତା'ଫଳରେ ଜଣେ ଲୋକ ତା'ର ପିତାମାତାଙ୍କୁ କହି ପାରିବ, ‘ମୁଁ ତୁମ୍ଭକୁ ସାହାଯ୍ୟ କରି ପାରିବି ନାହିଁ। କାରଣ ମୋର ଯାହାସବୁ ଅଛି ସେଗୁଡ଼ିକୁ ମୁଁ ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି।’

See the chapter Copy

ପବିତ୍ର ବାଇବଲ (Re-edited) - (BSI)

5 କିନ୍ତୁ ତୁମ୍ଭେମାନେ କହୁଥାଅ, ଯେକେହି ପିତା କି ମାତାଙ୍କୁ କହେ, ମୋʼଠାରୁ ଯାହା ଦ୍ଵାରା ତୁମ୍ଭର ଉପକାର ହୋଇ-ଥାଆନ୍ତା, ତାହା ମାନତ୍ ହୋଇଅଛି,

See the chapter Copy

ଓଡିଆ ବାଇବେଲ

5 କିନ୍ତୁ ତୁମ୍ଭେମାନେ କହୁଥାଅ, ଯେ କେହି ପିତା କି ମାତାକୁ କହେ, ମୋ'ଠାରୁ ଯାହା କିଛି ସାହାଯ୍ୟ ତୁମ୍ଭେ ପାଇଥାନ୍ତ, ସେ ସବୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଅଛି,

See the chapter Copy

ପବିତ୍ର ବାଇବଲ (CL) NT (BSI)

5 “କିନ୍ତୁ ତୁମ୍ଭମାନେ ଶିକ୍ଷା ଦେଉଛ ଯେ ଜଣେ ବ୍ୟକ୍ତି ଯେଉଁ ଅର୍ଥ ଦ୍ୱାରା ନିଜ ପିତାମାତାଙ୍କୁ ସାହାଯ୍ୟ କରି ପାରିଥାଆନ୍ତା, ତା' 'ଈଶ୍ୱରଙ୍କୁ ଦାନ କରିଛି' ବୋଲି କହିଦେଲେ,

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କିନ୍ତୁ ତୁମ୍ଭେମାନେ କହୁଥାଅ, ଯେ କେହି ପିତା କି ମାତାକୁ କହେ, ମୋʼଠାରୁ ଯାହା କିଛି ସାହାଯ୍ୟ ତୁମ୍ଭେ ପାଇଥାଆନ୍ତ, ସେ ସବୁ ‘ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଅଛି,’

See the chapter Copy




ମାଥିଉ 15:5

Follow us:

Advertisements


Advertisements