ମାଥିଉ 15:4 - ପବିତ୍ର ବାଇବଲ4 ପରମେଶ୍ୱର କହିଛନ୍ତି: ‘ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁ ଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାଯିବା ଉଚିତ୍।’ See the chapterପବିତ୍ର ବାଇବଲ (Re-edited) - (BSI)4 ଈଶ୍ଵର ତ କହିଅଛନ୍ତି, ପିତାମାତାଙ୍କୁ ସମାଦର କର, ଆଉ ଯେକେହି ପିତା କି ମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚୟ ପ୍ରାଣଦଣ୍ତ ଭୋଗ କରିବ। See the chapterଓଡିଆ ବାଇବେଲ4 ଈଶ୍ୱର ତ କହିଅଛନ୍ତି ପିତାମାତାକୁ ସମାଦର କର, ଆଉ ଯେ କେହି ପିତା କି ମାତାକୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ । See the chapterପବିତ୍ର ବାଇବଲ (CL) NT (BSI)4 ଈଶ୍ୱର ଆଜ୍ଞା କରିଛନ୍ତି, ‘ପିତା ମାତାଙ୍କୁ ସମାଦର କର। ଯେ’ କେହି ତା’ ପିତା ବା ମାତାଙ୍କୁ ହତାଦର କରି କିଛି କହେ, ସେ ପ୍ରାଣଦଣ୍ଡ ପାଇବ।’ See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ଈଶ୍ବର ତ କହିଅଛନ୍ତି ‘ପିତାମାତାକୁ ସମାଦର କର,’ ଆଉ ‘ଯେ କେହି ପିତା କି ମାତାକୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ।’ See the chapter |