ମାଥିଉ 15:3 - ପବିତ୍ର ବାଇବଲ3 ଯୀଶୁ କହିଲେ, “ତୁମ୍ଭେ ନିଜର ପରମ୍ପରାଗତ ରୀତି ନୀତି ପାଳିବାକୁ ଯାଇ ପରମେଶ୍ୱରଙ୍କ ଆଦେଶ କାହିଁକି ଲଙ୍ଘନ କରୁଛ? See the chapterପବିତ୍ର ବାଇବଲ (Re-edited) - (BSI)3 ସେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ଵରଙ୍କ ଆଜ୍ଞା ଲଙ୍ଘନ କର? See the chapterଓଡିଆ ବାଇବେଲ3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ୱରଙ୍କ ଆଜ୍ଞା ଅମାନ୍ୟ କର ? See the chapterପବିତ୍ର ବାଇବଲ (CL) NT (BSI)3 ଯୀଶୁ ଉତ୍ତର ସେଲେ, “ତୁମ୍ଭମାନେ କାହିଁକି ଈଶ୍ୱରଙ୍କ ଆଜ୍ଞା ଲଘଂନ କରି ନିଜ ଶିକ୍ଷା ଅନୁସାରେ କାର୍ଯ୍ୟ କରୁଛ? See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ବରଙ୍କ ଆଜ୍ଞା ଅମାନ୍ୟ କର? See the chapter |