Online Bible

- Advertisements -




ଲୂକ ଲିଖିତ ସୁସମାଚାର 9:35 - ପବିତ୍ର ବାଇବଲ

35 ସେତେବେଳେ ମେଘ ଭିତରୁ ଆକାଶବାଣୀ ହେଲା, “ଏ ମୋର ପୁତ୍ର। ଏହାଙ୍କୁ ମୁଁ ବାଛିଅଛି। ତାହାଙ୍କ କଥାର ବାଧ୍ୟ ହୁଅ।”

See the chapter Copy

ପବିତ୍ର ବାଇବଲ (Re-edited) - (BSI)

35 ପୁଣି, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶ୍ରବଣ କର।

See the chapter Copy

ଓଡିଆ ବାଇବେଲ

35 ପୁଣି, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶୁଣ ।

See the chapter Copy

ପବିତ୍ର ବାଇବଲ (CL) NT (BSI)

35 ଓ ମେଘ ମଧ୍ୟରୁ ଗୋଟିଏ ବାଣୀ ଶୁଣିଲେ, “ଏ ମୋର ମନୋନୀତ ପୁତ୍ର - ତାହାଙ୍କ କଥା ଶୁଣ।”

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

35 ପୁଣି, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶୁଣ।

See the chapter Copy




ଲୂକ ଲିଖିତ ସୁସମାଚାର 9:35

Follow us:

Advertisements


Advertisements