ଲୂକ ଲିଖିତ ସୁସମାଚାର 8:54 - ପବିତ୍ର ବାଇବଲ54 କିନ୍ତୁ ଯୀଶୁ ଝିଅଟିର ହାତ ଧରି ତାକୁ ଡାକିଲେ, “ହେ ଝିଅ, ଉଠିପଡ଼।” See the chapterପବିତ୍ର ବାଇବଲ (Re-edited) - (BSI)54 ମାତ୍ର ସେ ତାହାର ହାତ ଧରି ଡାକି କହିଲେ, ଆଗୋ ବାଳିକା, ଉଠ୍। See the chapterଓଡିଆ ବାଇବେଲ54 ମାତ୍ର ସେ ତାହାର ହାତ ଧରି ଡାକି କହିଲେ, ଆଗୋ ବାଳିକା, ଉଠ । See the chapterପବିତ୍ର ବାଇବଲ (CL) NT (BSI)54 କିନ୍ତୁ ଯୀଶୁ ତା’ର ହାତ ଧରି ଡ଼ାକି କହିଲେ, “ଝିଅ ଲୋ ଉଠ୍!” See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT54 ମାତ୍ର ସେ ତାହାର ହାତ ଧରି ଡାକି କହିଲେ, “ଆଗୋ ବାଳିକା, ଉଠ।” See the chapter |