ଲୂକ ଲିଖିତ ସୁସମାଚାର 8:11 - ପବିତ୍ର ବାଇବଲ11 “ଦୃଷ୍ଟାନ୍ତର ଏହା ହିଁ ଅର୍ଥ: “ବୀଜ ହେଉଛି ପରମେଶ୍ୱରଙ୍କ ଉପଦେଶ। See the chapterପବିତ୍ର ବାଇବଲ (Re-edited) - (BSI)11 ଦୃଷ୍ଟାନ୍ତର ଭାବ ଏହି। ବିହନ ଈଶ୍ଵରଙ୍କ ବାକ୍ୟ, See the chapterଓଡିଆ ବାଇବେଲ11 ଦୃଷ୍ଟାନ୍ତର ଅର୍ଥ ଏହି, ବିହନ ଈଶ୍ୱରଙ୍କ ବାକ୍ୟ, See the chapterପବିତ୍ର ବାଇବଲ (CL) NT (BSI)11 ଯୀଶୁ ଦୃଷ୍ଟାନ୍ତର ଅର୍ଥ ବୁଝାଇ କହିଲେ, “ବିହନ ହେଉଛି ଈଶ୍ୱରଙ୍କ ବାକ୍ୟ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 “ଦୃଷ୍ଟାନ୍ତର ଅର୍ଥ ଏହି, ବିହନ ଈଶ୍ବରଙ୍କ ବାକ୍ୟ, See the chapter |