ଲୂକ ଲିଖିତ ସୁସମାଚାର 7:40 - ପବିତ୍ର ବାଇବଲ40 ଯୀଶୁ ଫାରୂଶୀଙ୍କୁ କହିଲେ, “ଶିମୋନ, ମୋର ତୁମ୍ଭକୁ କିଛି କହିବାର ଅଛି।” ଶିମୋନ କହିଲେ, “ଗୁରୁ, କୁହନ୍ତୁ!” See the chapterପବିତ୍ର ବାଇବଲ (Re-edited) - (BSI)40 ଯୀଶୁ ତାଙ୍କୁ ଉତ୍ତର ଦେଲେ, ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି। ସେ କହିଲେ, ଗୁରୁ କୁହନ୍ତୁ। See the chapterଓଡିଆ ବାଇବେଲ40 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି । ସେ କହିଲେ, ଗୁରୁ, କୁହନ୍ତୁ । See the chapterପବିତ୍ର ବାଇବଲ (CL) NT (BSI)40 ଯୀଶୁ ତାକୁ କହିଲେ, “ଶିମୋନ, ମୋର ତୁମକୁ କିଛି କହିବାର ଅଛି।” ସେ କହିଲା, “ହଁ ଗୁରୁ, କୁହନ୍ତୁ।” See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT40 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି।” ସେ କହିଲେ, ଗୁରୁ, କୁହନ୍ତୁ। See the chapter |