ଲୂକ ଲିଖିତ ସୁସମାଚାର 7:10 - ପବିତ୍ର ବାଇବଲ10 ଯୀଶୁଙ୍କ ପାଖକୁ ଯେଉଁ ଲୋକମାନଙ୍କୁ ପଠାଯାଇଥିଲା, ସେମାନେ ଘରକୁ ଫେରିଯିବା ପରେ ଦେଖିଲେ ଯେ ଗ୍ଭକରଟି ସୁସ୍ଥ ହୋଇ ଯାଇଛି। See the chapterପବିତ୍ର ବାଇବଲ (Re-edited) - (BSI)10 ଆଉ, ପଠାଯାଇଥିବା ଲୋକମାନେ ଘରକୁ ବାହୁଡ଼ିଆସି ଦାସକୁ ସୁସ୍ଥ ଦେଖିଲେ। See the chapterଓଡିଆ ବାଇବେଲ10 ଆଉ ପଠାଯାଇଥିବା ଲୋକମାନେ ଘରକୁ ଫେରିଆସି ଦାସକୁ ସୁସ୍ଥ ଦେଖିଲେ । See the chapterପବିତ୍ର ବାଇବଲ (CL) NT (BSI)10 ଖବର ଆଣିଥିବା ଲୋକମାନେ ସେନାଧ୍ୟକ୍ଷଙ୍କ ଘରକୁ ଯାଇ ଦେଖିଲେ ଯେ ତାଙ୍କ ଦାସଟି ସୁସ୍ଥ ହୋଇ ଯାଇଛି। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ଆଉ ପଠାଯାଇଥିବା ଲୋକମାନେ ଘରକୁ ଫେରିଆସି ଦାସକୁ ସୁସ୍ଥ ଦେଖିଲେ। See the chapter |