ଲୂକ ଲିଖିତ ସୁସମାଚାର 4:28 - ପବିତ୍ର ବାଇବଲ28 ସମାଜଗୃହରେ ଥିବା ସବୁଲୋକେ ଯୀଶୁଙ୍କ ଏହି କଥା ସବୁ ଶୁଣି ଖୁବ୍ ରାଗିଗଲେ। See the chapterପବିତ୍ର ବାଇବଲ (Re-edited) - (BSI)28 ସମାଜଗୃହରେ ଏହିସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ, See the chapterଓଡିଆ ବାଇବେଲ28 ସମାଜଗୃହରେ ଏହି ସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ, See the chapterପବିତ୍ର ବାଇବଲ (CL) NT (BSI)28 ଏକଥା ଶୁଣି, ସମାଜ ଗୃହରେ ଉପସ୍ଥିତ ଥିବା ଲୋକମାନେ କ୍ରୋଧାନ୍ୱିତ ହେଲେ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 ସମାଜଗୃହରେ ଏହିସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ, See the chapter |