ଲୂକ ଲିଖିତ ସୁସମାଚାର 4:2 - ପବିତ୍ର ବାଇବଲ2 ସେଠାରେ ଶୟତାନ ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ତାହାଙ୍କର ପରୀକ୍ଷା ନେଲା। ସେହି ଦିନମାନଙ୍କରେ ଯୀଶୁ କିଛି ନ ଖାଇ ନ ପିଇ ରହିଲେ। ସେହି ଦିନତକ ସରିଯିବା ପରେ ଯୀଶୁଙ୍କୁ ବଡ଼ ଭୋକ ଲାଗିଲା। See the chapterପବିତ୍ର ବାଇବଲ (Re-edited) - (BSI)2 ସେହିସମସ୍ତ ଦିନ ସେ କିଛି ଭୋଜନ କଲେ ନାହିଁ, ଆଉ ସେହିସବୁ ଦିନ ଶେଷ ହୁଅନ୍ତେ, ସେ କ୍ଷୁଧିତ ହେଲେ। See the chapterଓଡିଆ ବାଇବେଲ2 ସେହି ସମସ୍ତ ଦିନ ସେ କିଛି ଖାଇଲେ ନାହିଁ, ଆଉ ସେହି ସବୁ ଦିନ ଶେଷ ହୁଅନ୍ତେ, ସେ କ୍ଷୁଧିତ ହେଲେ । See the chapterପବିତ୍ର ବାଇବଲ (CL) NT (BSI)2 ସେଠାରେ ସେ ଶୟତାନ ଦ୍ୱାରା ଚାଳିଶ ଦିନ ପର୍ଯ୍ୟନ୍ତ ପରୀକ୍ଷିତ ହେଲେ। ସେହି ସମୟ ଭିତରେ ସେ କିଛି ଭୋଜନ କରି ନ ଥିଲେ, ତେଣୁ ଚାଳିଶ ଦିନ ଅତିବାହିତ ହେବା ପରେ ସେ କ୍ଷୁଧିତ ହେଲେ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ସେହି ସମସ୍ତ ଦିନ ସେ କିଛି ଖାଇଲେ ନାହିଁ, ଆଉ ସେହିସବୁ ଦିନ ଶେଷ ହୁଅନ୍ତେ, ସେ କ୍ଷୁଧିତ ହେଲେ। See the chapter |