ଲୂକ ଲିଖିତ ସୁସମାଚାର 24:8 - ପବିତ୍ର ବାଇବଲ8 ତା'ପରେ ଯୀଶୁ ଯାହା କହିଥିଲେ, ସେ କଥା ସ୍ତ୍ରୀଲୋକମାନେ ମନେ ପକାଇଲେ। See the chapterପବିତ୍ର ବାଇବଲ (Re-edited) - (BSI)8 ସେଥିରେ ସେମାନେ ତାହାଙ୍କ ବାକ୍ୟ ସ୍ମରଣ କଲେ, See the chapterଓଡିଆ ବାଇବେଲ8 ସେଥିରେ ସେମାନେ ତାହାଙ୍କ ବାକ୍ୟ ସ୍ମରଣ କଲେ, See the chapterପବିତ୍ର ବାଇବଲ (CL) NT (BSI)8-9 ସ୍ତ୍ରୀ ଲୋକମାନେ ସେ କଥା ସ୍ମରଣ କଲେ। ସମାଧିରୁ ଫେରିଯାଇ ଏଗାର ଜଣ ଶିଷ୍ୟ ଓ ଅନ୍ୟମାନଙ୍କୁ ଏ ବିଷୟରେ ଜଣାଇଲେ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 ସେଥିରେ ସେମାନେ ତାହାଙ୍କ ବାକ୍ୟ ସ୍ମରଣ କଲେ, See the chapter |