ଲୂକ ଲିଖିତ ସୁସମାଚାର 19:41 - ପବିତ୍ର ବାଇବଲ41 ଯୀଶୁ ଯିରୁଶାଲମ ପାଖରେ ପହଞ୍ଚିଲେ। ଯୀଶୁ ଯିରୁଶାଲମ ନଗରକୁ ଦେଖି ତା’ ପାଇଁ କାନ୍ଦି ପକାଇଲେ। See the chapterପବିତ୍ର ବାଇବଲ (Re-edited) - (BSI)41 ଆଉ, ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ, See the chapterଓଡିଆ ବାଇବେଲ41 ଆଉ ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ, See the chapterପବିତ୍ର ବାଇବଲ (CL) NT (BSI)41 ସେ ନଗରର ନିକଟବର୍ତ୍ତୀ ହେବା ପରେ ତାକୁ ଦେଖି ବିଳାପ କରି କହିଲେ, See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT41 ଆଉ ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ, See the chapter |